ଶହୀଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ରାଜଧାନୀରେ ହେବ ସ୍ମାରକୀ

ଭୁବନେଶ୍ୱର:-ଶହୀଦ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ଓ ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ୍ ଯୋଦ୍ଧାମାନଙ୍କ ନାଁ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ … Read More

ସେଞ୍ଚୁରିଆନ ୟୁନିର୍ଭସିଟି ନାଁରେ ସିବିଆଇରେ ମାମଲା

ଭୁବନେଶ୍ୱର:-ଜିଏସଟି ମାମଲାକୁ ରଫାଦଫା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ୧୦ଲକ୍ଷ ଟଙ୍କା ଲାଂଚ ଦେବା ଅଭିଯୋଗରେ ସେଞ୍ଚୁରିଆନ୍ ୟୁନିର୍ଭସିଟି ନାଁରେ ଆଜି ସିବିଆଇ ଏକ ମାମଲା ରୁଜୁ କରିଛି। ଏହି ଲାଂଚ କାରବାର ପାଇଁ ଡିଲ୍ ଚାଲିଥିବାବେଳେ ସିବିଆଇ ଗତକାଲି ଭୁବନେଶ୍ୱରର … Read More

୩୫ ଆଇଏଏସଙ୍କୁ ପଦୋନ୍ନତି, ସଞ୍ଜିବ ଚୋପ୍ରା ହେଲେ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର:-ରାଜ୍ୟ ସରକାର ଆଜି ମୋଟ ୩୫ଜଣ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି। ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍ , ସିଲେକ୍ସନ ଗ୍ରେଡ୍ , ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହ୍ୟାରେ ଥିବା ଆଇଏଏସ ଅଫିସରମାନଙ୍କୁ … Read More

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ: ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିଯୋଗକାରୀ

ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର: ପାରିବାରିକ ବିବାଦ ନେଇ ଆଜି ମହିଳା କମିଶନର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ବାପାମା’ଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ ହୋଇଛି । କିନ୍ତୁ ତାଙ୍କର କୌଣସି ଦେଖା … Read More

କୋଭିଡ୍‌ ମୁକାବିଲାରେ ବ୍ୟାଙ୍କମାନେ ସମୟୋପଯୋଗୀ କର୍ତ୍ତବ୍ୟ କରିଛନ୍ତି

  ଭୁବନେଶ୍ୱର: ଆଜି ୧୬୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । କୋଭିଡ୍‌୧୯ ମହାମାରୀ ସହ ଦୀର୍ଘ ଦିନଧରି ଚାଲୁ … Read More

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟର ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ଫଳରେ ନିଟ୍ ଏବଂ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ରାଜ୍ୟର ସରକାରୀ … Read More

ମରିପଡୁଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ

କୋଣାର୍କ :- ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏବେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ନିକଟରେ କୋଣାର୍କର ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଶହ ଶହ ଅଲିଭ୍ … Read More

ସେ ଥିଲେ ଅପରାଧ ଦୁନିଆର ବାଦଶାହା: ସେଦିନର ତୁମ୍ବନାଥ ଏବେ ବାବା ବୈଷ୍ଣବ

ବ୍ରହ୍ମପୁର:-ଦୀର୍ଘ ୯ ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଚଳିତ ମାସ ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ସୁରକ୍ଷାବଳୟ ଭିତରେ ବି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ। ସେହି ବ୍ୟକ୍ତି ଜଣଙ୍କ ହେଲେ ପୁରୀର … Read More

ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଶ୍ରୀ କ୍ଷେତ୍ରବାସୀ, ଆଜି ଖୋଲିଲା ଲିଙ୍ଗରାଜ ମନ୍ଦିର

ପୁରୀ :-ଦ୍ଵିତୀୟ ଦିନରେ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ। ୬ଟି ୱାର୍ଡ଼ର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ପୁରୀରେ ରହୁଥିବା ସମସ୍ତ କର୍ମଜୀବୀ ଓ ଭଡ଼ାରେ ରହୁଥିବା ଅନ୍ୟ … Read More