ମ୍ୟାଟ୍ରିକ୍ ପରୀକ୍ଷା ପ୍ରତି ବିଷୟ ପାଇଁ ୮୦ ମାର୍କର ପ୍ରଶ୍ନ

ଭୁବନେଶ୍ୱର: ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ଆଉ ମେ’ ୩ ତାରିଖରେ ସେମାନେ ଦେବେ ପରୀକ୍ଷା। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସ୍କୁଲ୍ ଓ ଗଣଶିକ୍ଷା … Read More

ରାଜ୍ୟରେ ନ୍ୟାୟିକ ଭିର୍ତ୍ତିଭୂମିର ଘୋର ଅଭାବ, ଅନେକ ଜିଲା କୋର୍ଟରେ ନାହିଁ ସୁରକ୍ଷା ବ୍ୟବସ୍ଥା,

ଭୁବନେଶ୍ୱର,2 ।1(ବ୍ୟୁରୋ):ଭାରତରେ ଏକାଧିକ କୋର୍ଟରେ ବର୍ଷ ବର୍ଷ ଧରି ବିଚାଧିନ ଅବସ୍ଥାରେ ମାମଲା ଗୁଡିକ ପଡି ରହିଛି । କୋର୍ଟରେ ଉପଯୁକ୍ତ ଭିର୍ତ୍ତିଭୂମିର ଅଭାବ କାରଣରୁ ଏହି ମାମଲା ଗୁଡିକ ଫଇସଲା ହୋଇ ପାରୁନଥିବା ଅନେକ ବିଶେଷଜ୍ଞ ମତ ଦେଇଛନ୍ତି । … Read More

୮ରୁ ଖୋଲିବ ସ୍କୁଲ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୦୦ ଦିନର ପାଠ୍ୟକ୍ରମ

ଭୁବନେଶ୍ୱର: ଜାନୁଆରୀ ୮ରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବ । ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୧୦୦ ଦିନ ପାଠପଢ଼ା ହେବ । ମେ ୩ରୁ ୧୫ ତାରିଖ ଯାଏ … Read More

ନବବର୍ଷରେ ପ୍ରଶଂସକଙ୍କୁ ବାବୁଶାନଙ୍କ ଭେଟି

ଭୁବନେଶ୍ୱର:   ନୂଆବର୍ଷରରେ ପ୍ରଶଂସକଙ୍କୁ ବାବୁଶାନଙ୍କ ଭେଟି । କୌଣସି ସିନେମା ନୁହେଁ ବରଂ ଏକ କ୍ୟାଲେଣ୍ଡର । ଯାହା ସମ୍ପୂର୍ଣ୍ଣ ଭିନ୍ନ । ବିଶ୍ୱବ୍ୟାପୀ ମହାମାରୀ ହେତୁ ସିଗ୍ନେଚର ୨୪ ପ୍ରଡକ୍ସନ ସହିତ ସିଗ୍ନେଚର ୨୦୨୧ କ୍ୟାଲେଣ୍ଡରକୁ ଡିଜିଟାଲ ପ୍ଲାଟଫର୍ମ ଫେସବୁକରେ … Read More

ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପାଇଁ ବିଜ୍ଞପ୍ତି, ୩୯୨ ପଦବୀ ପାଇଁ ଆବେଦନ ଆହ୍ୱାନ

କଟକ: —ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରୀ ୧୨ ତାରିଖରୁ ୧୮ ତାରିଖ ଭିତରେ ଏଥିଲାଗି ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ଆବେଦନ … Read More

ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍‌

ଭୁବନେଶ୍ୱର: ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍।‌ ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱରରେ ଥିବା ସମସ୍ତ ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ବେଳେ ବ୍ୟବହାର କରିବେ ଏକ ସ୍ୱତନ୍ତ୍ର ଧରଣର ପୋଷାକ। ଏହି ନୂଆ ପୋଷାକକୁ ପ୍ରକ୍ସିମେଟେଡ୍‌ ସୁଟ୍‌ କୁହାଯାଉଛି। ତିନି ଥାକିଆ … Read More

ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର:-ଆଂଚଳିକ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ ବ୍ରିଜ୍ ତିଆରି କରିବେ । ଆଜି ସମ୍ବଲପୁର ଆଇଆଇଏମର … Read More

ସେଲଫି ନେବା ହେଲା କାଳ, ଗୋଡ଼ ଖସିଯିବାରୁ ଡୁଡୁମା ଜଳ ପ୍ରପାତରେ ଭାସିଗଲେ

କୋରାପୁଟ:- ଡୁଡୁମା ଜଳ ପ୍ରପାତ ନିକଟରେ ସେଲଫି ନେଉଥିବା ବେଳେ ଗୋଡ ଖସି ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜୟପୁର କଳିଆଗାଁର ସତ୍ୟ ପରଜା ଗତକାଲି ସେଲଫି ନେଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଗତ କାଲି … Read More

ମାହାଙ୍ଗାରେ ବିଜେପି ନେତାଙ୍କୁ ମର୍ଡ଼ର !

ସାଲେପୁର:- ରାଜନୈତିକ ହିଂସାରୁ ମାହାଙ୍ଗାରେ ଗଡ଼ିଛି ମୁଣ୍ଡ। ମାହାଙ୍ଗା ଥାନା ନୃତ୍ତାଙ୍ଗ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବତନ ମାହାଙ୍ଗା ବ୍ଲକ … Read More

ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା

ଭୁବନେଶ୍ୱର:-  ଦିବ୍ୟାଙ୍ଗ ପୁରୁଷ ଅବା ମହିଳାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଜ୍ୟ ସରକାର ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେବେ। ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ୫୦ହଜାର ଟଙ୍କା ଥିଲା। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା … Read More