ଢାବା ଉପରକୁ ବୋମାମାଡ଼

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡର ଏକ ଢାବା ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ କରି ଦୃଵୃର୍ତ୍ତ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ତଦନ୍ତ … Read More

ଅନ୍ଧବିଶ୍ୱାସରେ ହଜିଲା ମାନବିକତା: ଶୀତ କାକରେ ହ୍ୟୁମ୍ ପାଇପ୍ ଭିତରେ ରହିଲେ ପରିବାର

ବାଲେଶ୍ଵର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ସବୁ ସୀମା ଟପିଗଲା ଅନ୍ଧବିଶ୍ୱାସ । ଡାହାଣୀ ସନ୍ଦେହରେ ମାଡ଼ମାରି ଗାଁରୁ ତଡ଼ିଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ମହିଷାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଗାଁର ଜଣେ … Read More

ମନ୍ଦିର ଭିତରେ ଭାଲୁ

ନବରଙ୍ଗପୁର:-ନବରଙ୍ଗପୁର(ନବଘନ ବିଶୋୟୀ): ମନ୍ଦିର ଭିତରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଭାଲୁଟି ଦୀର୍ଘ ସମୟ ବୁଲାବୁଲି କରିବା ପରେ ପୁଣି ଥରେ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା … Read More

କରୋନା ଯୁଦ୍ଧରେ ହାରିଗଲେ ଶଙ୍କର,

ପିପିଲି:-କରୋନା ଯୁଦ୍ଧରେ ହାରିଗଲେ କୋଭିଡ୍ ଯୋଦ୍ଧା। ପିପିଲି ଥାନାର କାର୍ଯ୍ୟରତ କନେଷ୍ଟବଳ ସିଦ୍ଧାର୍ଥ ଶଙ୍କର କରୋନା ସଂକ୍ରମିତ ହୋଇଥିଲେ। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ଡିସେମ୍ବର ୪ତାରିଖରେ ସେ … Read More

ସେଲ୍‌ଫି ନେବା ବେଳେ ଖସି ପଡିଲେ ଯୁବତୀ, ଫେବୃଆରୀ ୧୬ ଥିଲା ନିର୍ବନ୍ଧ

ବାଲିଶଙ୍କରା:- ମାତ୍ର କିଛି ଘଣ୍ଟାରେ ଫସର ଫାଟିଗଲା ସବୁ ଖୁସି। ବହୁତ ଖୁସି ଥିଲେ। ପରିବାର ସହ ଭୋଜି-ଭାତ କରି ନୂଆବର୍ଷ ସେଲିବ୍ରେସନ କରିବେ। ହେଲେ ଭାଗ୍ୟର ବିଡମ୍ବନା ସାଙ୍ଗରେ ପରିବାର ଥିଲେ। ଖୁସିରେ ଝିଅ ସେଲ୍‌ଫି ନେବା ବେଳେ ନଦୀରେ ଖସି … Read More

ଶପଥ ନେଲେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର

ଭୁବନେଶ୍ୱର:-ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍. ମୁରଲୀଧର। ରାଜଭବନରେ ଆଜି ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ … Read More

୨୬ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ସର୍ବାଧିକ

ଭୁବନେଶ୍ୱର :-ରାଜ୍ୟରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୭ଟି ହେଉଛି ଲୋକାଲ୍ କେସ୍। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୬ଟି … Read More

‘ବିଜେପି ଯାହା କରିବା କଥା କରୁ, ଆମେ ଯାହା କରିବା କଥା କରିବୁ’

ଭୁବନେଶ୍ୱର:-“ମୁଁ ବିଜେପିକୁ କିଛି କହିବାକୁ ଚାହେଁନି। ସେ ମୋ କଥାରେ କିଛି କରିଦେବେ ତାହା ନୁହେଁ। ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ।” କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର … Read More

କରୋନାରେ ୩୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର:-ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୫ରେ ପହଞ୍ଚିଛି। ଉଭୟ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ … Read More

ଦିଲୀପ କୁମାର ଏବଂ ରାଜ କପୁରଙ୍କ ଘର କିଣିବ ପାକିସ୍ତାନ

ପେଶ୍‌ଓ୍ଵାର୍‌: ବଲିଉଡ୍‌ର କିଂବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର ଖରିଦ କରିବାକୁ ପାକିସ୍ତାନର ଖାଇବର ପଖତୁନ୍‌ଖ୍ଵା ସରକାର ୨.୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଦୁଇ ଅଭିନେତାଙ୍କର ପୈତୃକ ଘରଗୁଡ଼ିକୁ ଜାତୀୟ … Read More