ବଲାଙ୍ଗୀର କୁନିପ୍ରତିଭାଙ୍କୁ ବିଶ୍ୱସ୍ତରରେ ସଫଳତା

ବଲାଙ୍ଗୀର:- ଓଡ଼ିଶାର ୭ ବର୍ଷୀୟ ବାଳକ କମ୍ପୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି।  ବିଶ୍ୱ ସ୍ୱୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ ପରୀକ୍ଷାରେ ପ୍ରମାଣପତ୍ର ହାସଲ କରିଛନ୍ତି ବଲାଙ୍ଗୀରର ଭେଙ୍କଟରମଣ ପଟ୍ଟନାୟକ। ତାଙ୍କୁ ସର୍ବକନିଷ୍ଠ ଫୁଲଷ୍ଟ୍ୟାକ ଡ଼େଭଲପର ଭାବେ ସଫଳତା ମିଳିଛି। … Read More

ପୋଲିସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ୪୦ ବର୍ଷ ବୟସ୍କ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ନେଇ … Read More

ପରୀ ହତ୍ୟାକାଣ୍ଡ: ଯଦୁପୁର ଗାଁରୁ ପୁଣି ୩ ଜଣଙ୍କୁ ଉଠାଇ ନେଲା ଏସ୍‌ଆଇଟି

ନୟାଗଡ଼:-ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ପୁଣି ୩ ଜଣଙ୍କୁ ଉଠାଇ ନେଲା ଏସ୍‌ଆଇଟି। ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଗିରଫ ପରେ ନୟାଗଡ଼ରେ ଏସ୍‌ଆଇଟି ଟିମ୍‌ ଛାନ୍‌ଭିନ୍ ଜାରି ରଖିଥିଲା। ସରୋଜ ବ୍ୟତୀତ ଏହି ହତ୍ୟାକାଣ୍ଡରେ ଅନ୍ୟ … Read More

ପୁଣି ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର:-ବାର୍‌ହା ଶିକାର ପାଇଁ ବିଲରେ ବିଛା ଯାଇଥିଲା ବୋମା। ଆଉ ସେହି ବୋମାକୁ ବିଲରେ ଚରୁଥିବା ଗାଈ ଖାଇଦେଇଥିଲା। ଫଳରେ ବୋମାଟି ଗାଈ ପାଟିରେ ଫୁଟି ଥିଲା। ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ବିଲରେ ଏହି ଦୁର୍ଘଟଣା ଘଟିଛି … Read More

ଲାଞ୍ଚ ନେଇ ଧରାପଡ଼ିଲେ NHRM ଡିପିଏମ୍

ମାଲକାନଗିରି: –ଲାଞ୍ଚ ନେଇ ଧରାପଡ଼ିଲେ NRHM ଡିପିଏମ୍ ସୁଦୀପ କେଶ । ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଜେଇ ନବଘନ ଖୁଲଙ୍କ ଏକ ବିଲ୍ ପାସ୍ କରିବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି … Read More

‘ଲିଙ୍ଗରାଜ ମନ୍ଦିରରେ କୋଭିଡ ଟେଷ୍ଟ ବାଧ୍ୟ ନୁହେଁ’

ଭୁବନେଶ୍ୱର:-ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏଣିକି କୋଭିଡ୍‌ ଟେଷ୍ଟ ଜରୁରୀ ନୁହେଁ। ବିନା ଟେଷ୍ଟରେ ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।ସେ କହିଛନ୍ତି-“ଲିଙ୍ଗରାଜ ମନ୍ଦିର … Read More

୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ

ଭୁବନେଶ୍ୱର:- ଓଡିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ଗତ ୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶୂନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍ ହିଁ ଆଣିଛି ଆଶ୍ୱସ୍ତିର ବାର୍ତ୍ତା । … Read More

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରାଇରଙ୍ଗପୁର:-ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆହାରବନ୍ଧ ଗ୍ରାମରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ସୂଚନାଯୋଗ୍ୟ ଯେ, ଆହାରବନ୍ଧ ଗ୍ରାମର ଜନୈକ ବିବାହିତା ମହିଳା ନିଜ ଘରେ ଶୋଇଥିବା ବେଳେ ଉକ୍ତ … Read More

ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ, ୨ ମାସ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର:-କୋଭିଡ୍ ଟିକାକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏବେ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନଠୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସମ୍ପୂର୍ଣ୍ଣ ଭାବେ ଖୋଲିଥିବାବେଳେ ଖୁବଶୀଘ୍ର ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି। ତେଣୁ ଆଗାମୀ ୨ମାସ ଆମକୁ … Read More

ମଦ ମାଫିଆଙ୍କ ଆକ୍ରମଣରେ ୨ ଅବକାରୀ ଅଧିକାରୀ ଗୁରୁତର

ଆଠଗଡ଼:– ବେଆଇନ ମଦ କାରବାର ରୋକିବାକୁ ଯାଇ ହଟହଟା ଅବକାରୀ ଅଧିକାରୀ  । ମଦ ମାଫିଆଙ୍କ ଆକ୍ରମଣରେ ୨ ଅବକାରୀ ଅଧିକାରୀ ଗୁରୁତର  । କଟକ ଆଠଗଡ଼ ତିଗିରିଆ ଭୀରୁଡ଼ାର ଏ ଘଟଣା  । ଗୁରୁତର ଦ୍ବୟ ହେଲେ କଟକ ସଦର … Read More