ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ ଅଫିସରେ ଭିଜିଲାନ୍ସ ରେଡ୍

ଅନୁଗୁଳ:- ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଉଁଶ ଚାରା ରୋପଣରେ ହେର୍‌ଫେର୍ ଅଭିଯ଼ୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍। … Read More

ରାଜଧାନୀରେ ମାତିଛି ଦନ୍ତା ହାତୀ, ବ୍ୟାପକ ଫସଲ ନଷ୍ଟ

ଭୁବନେଶ୍ୱର:- ଭୁବନେଶ୍ୱର ଉପକଣ୍ଠରେ ଦନ୍ତା ହାତୀ ଉପଦ୍ରବ କରିବା ସହ ବ୍ୟାପକ ଫସଲ ନଷ୍ଟ କରିଛି । ଏପରିକି ଘର ଗୁଡିକର ପାଚେରୀ ମଧ୍ୟ ଭାଙ୍ଗୁଥିବା ଖବର ମିଳିଛି । ଉପକଣ୍ଠରେ ଥିବା ଗାଁ ଗୁଡିକରେ ପଶିବା ସହ ଚନ୍ଦକାର ଜଙ୍ଗଲୀ … Read More

ଡାକ୍ତରି ଓ ଇଞ୍ଜିନିୟରିଂ ଶିକ୍ଷାରେ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କମିଟି ଗଠନ

ଭୁବନେଶ୍ୱର::- ସରକାରୀ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ … Read More

ସାଇବର ଠକେଇକୁ ରୋକି ପାରିବ କି ହେଲ୍ଫ ଡେସ୍କ?,ସ୍ପେଶାଲ ସ୍କ୍ୱାର୍ଡରେ ଆରମ୍ଭ ହେଲା ଡେସ୍କ, ଠକେଇର ଏକ ଘଣ୍ଟା ମଧ୍ୟରେ ଜଣାଇବାକୁ ସିପିଙ୍କ ନିବେଦନ

ଭୁବନେଶ୍ୱର:-ରାଜଧାନୀରେ ଗତ କିଛି ମାସ ହେବ ସାଇବର ଅପରାଧ ବଢିବାରେ ଲାଗିଛି । ପ୍ରତି ସପ୍ତାହରେ ରାଜଧାନୀର ବିଭିନ୍ନ ଥାନାରେ ୧୨ଟି ଅଭିଯୋଗ ହେଉଛି । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଅପରାଧିଙ୍କ ନିକଟରେ ପହଞ୍ଚିବାରେ ବିଫଳ … Read More

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ, ‘୬ ସପ୍ତାହରେ ଜବାବ ଦିଅ’

ଭୁବନେଶ୍ୱର:- ବହୁ ଚର୍ଚ୍ଚିତ ଓମ୍‌ଫେଡ୍‌ ଦୁର୍ନୀତି ମାମଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ … Read More

ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ଚାକିରି ମିଳିବ,ଚାକିରି ନାଁରେ ଏଏନ୍‌ଏମ୍‌ଙ୍କୁ ଠକେଇ

ଭୁବନେଶ୍ୱର:- ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ଚାକିରି ମିଳିବ । ଏଭଳି କହି ଏଏନ୍‌ଏମ୍‌ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ । ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରାଯାଇ … Read More

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ମାହାଙ୍ଗା: –ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟା ଘଟଣାରେ ଏବେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କଟକ ଗ୍ରାମାଞ୍ଚଳ … Read More

ଘରୋଇ ସ୍କୁଲ ଫି ମାମଲାରେ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

କଟକ:- ଘରୋଇ ସ୍କୁଲରେ ଫି ହ୍ରାସ ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ କମିଟି ରିପୋର୍ଟ ଗ୍ରହଣ କରିବା … Read More

ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍, ୪ ଠିକା କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା:– ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣା । ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୪ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି … Read More

ରାଜ୍ୟରେ ନାହିଁ ବାର୍ଡ ଫ୍ଳୁ ଭୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: –ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ … Read More