କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଲା ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଲା ରାଜ୍ୟ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରେ ପୁଣି ଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଗାମୀ ୧୦ ଦିନର ଟିକାକରଣ ପାଇଁ ଟିକା … Read More

ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ଫିଲ୍ମସିଟି

ବାଲେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ବିଶ୍ୱ ସ୍ତରୀୟ ଫିଲ୍ମିସିଟି । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମିସିଟି । ଏଥିରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ବଲିଉଡ଼ରେ … Read More

ଜେଲ୍ ଗଲେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର:- ବେଆଇନ ଭାବେ ଟଙ୍କା ଠୁଳ କରିବା ମାମଲାରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ୍ ପଠାଇଛି। ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ତାଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ … Read More

ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର:-ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଭୁବନେଶ୍ୱର … Read More

ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର;= ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ କ୍ୱାରେଣ୍ଟିନରେ ଥିବା ବେଳେ ଲୋକାଲ କେସ୍‌ ୮୦ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଦୀଘେ ୫ ମାସ ପରେ ଭୁବନେଶ୍ୱରରେ କୋଭିଡ୍ … Read More

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର:-ବିଭିନ୍ନ ସୂତ୍ରରୁ ବେଆଇନ ଭାବେ ଟଙ୍କା ନେବାବେଳେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରଙ୍ଗ ତହସିଲଦାର ଆଜି ନିଜର ବାସଭବନକୁ ସରକାରୀ ଗାଡ଼ିରେ ଯାଉଥିବାବେଳେ ଭୁବନେଶ୍ୱରର ରଘୁନାଥପୁରସ୍ଥିତ ମଣିତ୍ରିଭୁବନ ଆପର୍ଟମେଣ୍ଟ … Read More

ଝାରଖଣ୍ଡରୁ ଜମତରା ଗ୍ୟାଙ୍ଗର ୩ ସଦସ୍ୟକୁ ଧରିଲା ଝାରସୁଗୁଡା ପୋଲିସ,

ଝାରସୁଗୁଡା:- ଓଡ଼ିଶାରେ ଧରାପଡିଲେ ଜାମତରା ଗ୍ୟାଙ୍ଗର ୩ ସଦସ୍ୟ। ସେମାନଙ୍କ ନିକଟରୁ ୯ଟି ମୋବାଇଲ ସହ ନଗଦ ୧୧ ହଜାର ଟଙ୍କା ଓ ହାର୍ଡ ଡିସ୍କ ଜବତ ହୋଇଛି। ଆଜି ଝାଡଖଣ୍ଡରୁ ୩ ଜଣଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି। ଅନଲାଇନରେ … Read More

ଝାରସୁଗୁଡ଼ାରୁ ପାଟନା ଦୈନିକ ଉଡିବ ବିମାନ

ଝାରସୁଗୁଡ଼ା:- ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସିଧାସଳଖ ପାଟନାକୁ ବିମାନ ଉଡ଼ିବ। ମେ’ ୧ ତାରଖରେ ସ୍ପାଇସ୍‌ ଜେଟ୍‌ ବିମାନ ସେବା ଆରମ୍ଭ କରିବ। ଏନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ଗଣମାଧ୍ୟମକୁ ସୂଚନା … Read More

ଆଉ ୨୦ଲକ୍ଷ କୋଭିଶିଲଡ୍ ଟିକା ତୁରନ୍ତ ଦିଅ: ଓଡ଼ିଶା

ଭୁବନେଶ୍ୱର:- ରାଜ୍ୟରେ ଯେତିକି କୋଭିଡ୍ ଟିକା ରହିଛି ତାହା ଅତିବେଶୀରେ ୩ଦିନ ଯିବ। ରାଜ୍ୟର କେଉଁଠି ବି କୋଭିଶିଲଡ୍ ଟିକା ଷ୍ଟକ୍ ରହିବ ନାହିଁ। ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତି ବିଶେଷକରି ବରିଷ୍ଠ ନାଗରିକଙ୍କୁ ଟିକା ଦେବାରେ ସମସ୍ୟା … Read More

ବ୍ୟାଙ୍କ ଟଙ୍କା ହେରଫେର ଚାପରେ ଏଜେଣ୍ଟଙ୍କ ଆତ୍ମହତ୍ୟା !

ଢେଙ୍କାନାଳ:-ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ବୋରାପଦା ଗହମଖୁଣ୍ଟି ରାସ୍ତାରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ମୃତଦେହ ସଦର ପୁଲିସ  ଉଦ୍ଧାର କରିଛି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ବିଭୁତି ଭୂଷଣ ମହାନ୍ତି । ସେ ଢେଙ୍କାନାଳ କୁଞ୍ଜକାନ୍ତ … Read More