୨୧ ଦିନରେ ୪ ହଜାର ୨୬୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍

ଭୁବନେଶ୍ୱର: ସାବାଡ଼ ହେଉନାହାଁନ୍ତି ଅମାନିଆ । ପିଉଛନ୍ତି ମଦ, ଚଢ଼ୁଛନ୍ତି ଗାଡ଼ି, ମୋଡ଼ୁଛନ୍ତି ଆକ୍ସିଲେଟର । ଭୁବନେଶ୍ୱରର ଆରଟିଓ ୧ ଓ ୨, କଟକ, ସମ୍ବଲପୁର, ରାଉରକେଲା ଆରଟିଓରେ ବିଗତ ୨୧ ଦିନ ମଧ୍ୟରେ ସର୍ବାଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି । … Read More

ଏଥର ଅନଲାଇନରେ ପ୍ରଶ୍ନ ପଚାରିବେ ବିଧାୟକ

ଭୁବନେଶ୍ୱର;– ଆସନ୍ତାମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ୍ ଅଧିବେଶନକୁ ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ହେବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି … Read More

୮୫ ପ୍ରତିଶତ ଟିକାକରଣ କରି ଦେଶରେ ପ୍ରଥମ ଓଡ଼ିଶା

ଭୁବନେଶ୍ୱର: ଦେଶରେ ଟିକାକରଣରେ ଓଡ଼ିଶା ନମ୍ବର ଓ୍ୱାନ । ଟିକାକରଣରେ ରାଜ୍ୟର ଉଚ୍ଚମାନର ପ୍ରଦର୍ଶନ । ରାଜ୍ୟରେ ୮୫ପ୍ରତିଶତ ଟିକାକରଣ ହୋଇଛି । ଦେଶରେ ଟିକାକରଣରେ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ତେଲେଙ୍ଗାନାରେ ୮୧ପ୍ରତିଶତ ଟିକାକରଣ ହୋଇଛି । ତୃତୀୟ … Read More

ଚାଷୀଙ୍କ ପାଇଁ ବିଜେପିର ଲଢେଇ ଆରମ୍ଭ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ୨୦୨୨ ମସିହା ସୁଦ୍ଧା ଦେଶର ଚାଷୀଙ୍କ ଆୟ ୨ ଗୁଣ କରିବାର ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଓଡିଶା ସରକାର ୨୦୨୨ ମସିହା ସୁଦ୍ଧା ତଳିତଳାନ୍ତ କରିଦେବାର ନିଷ୍ପତି ନେଇଛନ୍ତି । … Read More

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟା ୬ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । … Read More

ରାଜଧାନୀରେ ପାର୍କିଂ ଫି’: ୪ଘଣ୍ଟା ବାଇକ୍ ରଖିଲେ ୨୫ ଟଙ୍କା,

ଭୁବନେଶ୍ୱର:-କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ଏପ୍ରିଲ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାଜଧାନୀବାସୀଙ୍କୁ … Read More

ବୋଝ କମାଇବ ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର :-ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ୍ ପରୀକ୍ଷାଠାରୁ ବଡ଼ ଆଉ କିଛି ନାହିଁ। ଏହି ପରୀକ୍ଷାରେ କିପରି ଭଲ ମାର୍କ ରଖିବେ, ତାକୁ ନେଇ ବିଦ୍ୟାର୍ଥୀ ଚିନ୍ତିତ ଥାନ୍ତି। ଏଥର କରୋନା ମହାମାରୀ ଯୋଗୁ ମ୍ୟାଟ୍ରିକ୍ ପରୀକ୍ଷା ଫେବୃଆରୀ ବଦଳରେ ମେ’ … Read More

ଅର୍କ କୁମାର ଦାସ ମହାପାତ୍ର ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ବର: ଅର୍କ କୁମାର ଦାସ ମହାପାତ୍ର ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜିନେସ୍‌ ଆଡମିନିଷ୍ଟ୍ରେସନ ରହିଥିବା ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲ। … Read More

ଶ୍ରୀଜଗନ୍ନାଥ ମନ୍ଦିରର ସେବକଙ୍କୁ କୋଭିଡ୍ ଟିକା ପ୍ରଦାନ ଲାଗି ଅନୁରୋଧ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବା ନେଇ ଅନୁରୋଧ କରାଯାଇଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏପରିକି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More

ଆନ୍ଧ୍ର-ଓଡିଶା ସୀମାନ୍ତ ଗୋମ୍ଫାକୋଣ୍ଡା ଜଙ୍ଗଲରୁ ବିପୁଳ ବିସ୍ଫୋରକ-ଆଇଇଡି ଜବତ

ମାଲକାନଗିରି:-ଗତ କିଛି ଦିନ ହେବ ମାଲକାନଗିରିରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ପୋଲିସ  ଓ ଯବାନଙ୍କ ମିଳିତ ସମନ୍ଵୟରେ ଅପରେସନ ଆରମ୍ଭ ହୋଇଛି। ଏହି ମାଓବାଦୀ ବିରୋଧୀ ଅଭିଯାନରେ ଗୁରୁବାର ଯବାନଙ୍କୁ ବଡ ସଫଳତା ମିଳିଛି । ସୀମା ସୁରକ୍ଷାବଳ ଓ … Read More