ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି:ସରକାର

ଭୁବନେଶ୍ୱର:-ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୨୦୨୦ ମସିହା ଓ ଚଳିତବର୍ଷ ଏପର୍ଯ୍ୟନ୍ତ ଆଇନଶୃଙ୍ଖଳା ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି ବୋଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ କହିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ, ସାଧାରଣ ଲୋକେ … Read More

ଟିଟିଲାଗଡ଼କୁ ଟପି ଭୁବନେଶ୍ୱରରେ ତାପମାତ୍ରା ୪୦.୬ ଡିଗ୍ରୀ

ଭୁବନେଶ୍ବର: ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ବର । ୨୧ ତାରିଖରୁ କ୍ରମାଗତ ଭାବେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ଆଜି ରାଜଧାନୀରେ ୪୦ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । … Read More

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, ୧୨ରୁ ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର:-ଚଳିତମାସ ୧୮ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତା ମାର୍ଚ୍ଚ ୧୨ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନର … Read More

ନିର୍ଦ୍ଦୟ ମାଆ, ଟ୍ୟୁସନ୍ ଯିବାକୁ ଅମଙ୍ଗ ହେବାରୁ ରାସ୍ତା ଉପରେ ଛୁଆକୁ ମାଡ଼

ଭୁବନେଶ୍ୱର: ଟ୍ୟୁସନ୍ ଯିବାକୁ ଅମଙ୍ଗ ହେବାରୁ ରାସ୍ତା ଉପରେ ଛୁଆକୁ କଚି ଦେଇ ଏମିତି ମାଡ଼ ମାରିଛି ମାଆ । ଗୋଇଠା, ଚାପୁଡ଼ା ସହ ଜନ୍ମକଲା ୪ ବର୍ଷର ପୁଅର ମୁଣ୍ଡକୁ ଧରି ଭୂଇଁରେ ଛେଚିଛି । ରାଜଧାନୀରେ ନାବାଳକଙ୍କୁ ମାଆର ଏମିତି … Read More

ଲୋକସେବା ଭବନ ସହ ଯୋଡ଼ି ହେଲା ୨୪୭ଗୋଟି କାର୍ଯ୍ୟାଳୟ

ଭୁବନେଶ୍ୱର: –ରାଜ୍ୟରେ ସଫଳ ହେଉଛି 5T କାର୍ଯ୍ୟକ୍ରମର ରୂପାୟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ … Read More

ଭୁବନେଶ୍ୱରରେ ୬ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ,

ଭୁବନେଶ୍ୱର:- କିଛିଦିନର ବ୍ୟବଧାନ ପରେ ଏବେ ପୁଣିଥରେ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। … Read More

ବାବା ବେଶରେ ବୁଲୁଛନ୍ତି ଲୁଟେରା, ବିଭୁତି ଲଗାଇ ଲୁଟୁଛନ୍ତି

ବଲାଙ୍ଗିର: ସାବଧାନ ! ଆପଣଙ୍କ ସହର ଓ ଗାଁରେ ବି ଏମିତି କେହି ବାବା ବେଶରେ ଆସିପାରନ୍ତି । ବିଭୁତି ଲଗାଇ ଆପଣଙ୍କୁ ବଶୀଭୂତ କରିବା ପରେ ଲୁଟ୍ କରି ଖସିଯାଇ ପାରନ୍ତି । ବିଶ୍ୱାସ ନ ଲାଗିଲେ ବି ସତ । … Read More

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । … Read More

ତୈଳ ଦର ବୃଦ୍ଧି ନେଇ ବିଜେଡି- ବିଜେପି-କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ

ଭୁବନେଶ୍ଵର :– ପେଟ୍ରୋଲ- ଡିଜେଲ ଦର ବୃଦ୍ଧି ନେଇ ରାଜରାସ୍ତାରୁ ବିଧାନସଭା ସବୁଠି ହାଲ୍ଲା ବୋଲ। ତୈଳ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ଆଜି ବିଧାନସଭାରେ  ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ … Read More

ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଅହମ୍ମଦାବାଦ:-ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଏଠାରେ ଦୁନିଆର ସବୁଠୁ ବଡ ମୋଟେରା କ୍ରିକେଟ୍ ଷ୍ଟାଡିୟମର ଆନୁଷ୍ଠାନିକ ଉଦ୍‌ଘାଟନ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ପୋର୍ଟ୍ସ ଏନକ୍ଲେଭର ଭୂମି ପୂଜନ କରିବେ। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା … Read More