ସବ୍ୟସାଚୀଙ୍କ ହାତ ଧରିବେ ଅର୍ଚ୍ଚିତା,
ଭୁବନେଶ୍ୱର: ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କୁ ବାହା ହେଉଛନ୍ତି ଓଲଉଡ୍ ହିରୋ ସବ୍ୟସାଚୀ ମିଶ୍ର । ଆସନ୍ତାକାଲି ଉଭୟଙ୍କ ବାହାଘର ରାଜସ୍ଥାନରେ ହେବ । ଉଭୟଙ୍କ ବାହାଘର ନେଇ ୨ ସେଲିବ୍ରିଟି ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି … Read More










