ବିବାହ ବନ୍ଧନରେ ବାନ୍ଧି ହେଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଛନ୍ତି ସବ୍ୟସାଚୀ … Read More

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗହଣା ଦୋକାନୀ ମୃତ

ଭୁବନେଶ୍ୱର:-ସୋମବାର ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଦୋକାନ ଖୋଲିବା ବେଳେ ସୁନା ଦୋକାନୀଙ୍କୁ ଗୁଳି କରି ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଲେ ୩ ଦୁର୍ବୃତ୍ତ। ଗୁଳିମାଡ଼ରେ ଗହଣା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ … Read More

ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ !

ଯାଜପୁର: ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଡାକ୍ତର ଓ ନର୍ସ ଙ୍କ ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। … Read More

ମେ’ ୫ରୁ ଆଇସିଏସଇ ଦଶମ ବୋର୍ଡ

ଭୁବନେଶ୍ୱରଆସନ୍ତା ମେ’ ୫ତାରିଖରୁ ଆଇସିଏସଇ(ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ) ପରୀକ୍ଷା ଓ ଏପ୍ରିଲ ୮ତାରିଖରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଇସିଏସଇ କାଉନସିଲ୍ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମେ’ ୫ରୁ ଆରମ୍ଭ … Read More

ମୋବାଇଲ ଝାମ୍ପି ପଳାଉଥିଲେ,ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ

ଭୁବନେଶ୍ୱର: ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍ ।  ଚଳନ୍ତା ବାଇକରୁ ମୋବାଇଲ ଝାମ୍ପି ଖସି ପଡିଲେ ଦୁଇ ଲୁଟେରା । ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଜବାବ୍ ଦେଲେ ଯୁବତୀ । ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁବତୀ ଜଣଙ୍କ … Read More

ମନ୍‌ କି ବାତ୍‌ରେ ଓଡ଼ିଶାର ସିଲୁ ନାୟକଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ରେ ଓଡ଼ିଶାର ସିଲୁ ନାୟକ ଓରଫ୍ ନାୟକ ସାର୍‌ଙ୍କୁ ପ୍ରଶଂସା କରିଛନ୍ତି । ଜଗତସିଂହପୁର ଅରଖକୁଦର ସିଲୁ ନାୟକ ଓରଫ୍ ନାୟକ ସାରଙ୍କ ପ୍ରଚେଷ୍ଟା ଫଳରେ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇ ପାରିଛନ୍ତି … Read More

ବିଲରେ ପଡ଼ିଛି ଦୁଇଟି କଟା ଗୋଡ଼

ଜଳେଶ୍ୱର:- ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼। ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ। ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର … Read More

ବରୁଣାବନ୍ତ ପାହାଡ଼ରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ଗଛ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନ ବିଭାଗ ଅଧୀନ ବରୁଣାବନ୍ତ ପାହାଡ଼ରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଗଛ ଜଳି ନଷ୍ଟ ହୋଇ ଯାଇଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ … Read More

ସଂଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ୱର: ଓଡ଼ିଆ ଷ୍ଟୁଡିଓରେ ଓଡ଼ିଶାର ପ୍ରଥମ ନାଗରିକ । ଓଡ଼ିଆ ଦେଶାତ୍ମକ ବୋଧ ସଂଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏ ମାଟି ଓଡ଼ିଶା ଓ ଜାତି ଓଡ଼ିଆ ଶୀର୍ଷକରେ ସେ କଣ୍ଠଦାନ କରିଛନ୍ତି । ନିଳାଦ୍ରୀବିହାରର ଏକ ଷ୍ଟୁଡିଓରେ … Read More

ମୁଣ୍ଡରେ ମାଟି ଝୁଡ଼ି ବୋହିଲେ ସରକାରୀ ବାବୁ

ଭଦ୍ରକ:- ନାହିଁ ସରକାରୀ ବାବୁଙ୍କ ପରି ଥାଟବାଟ। ସାଧାରଣ ଲୋକଟିଏ ପରି କାମ କରୁଥିବା ଶ୍ରମିକଙ୍କ ସହ ଭାବ ବିନିମୟ କଲେ। ପରେ ନିଜେ ମାଟି ହାଣିଲେ ଓ ମୁଣ୍ଡରେ ମାଟି ଝୋଡ଼ି ବୋହିଲେ ଭଦ୍ରକ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ମଧୁସୂଦନ ଦାସ। … Read More