ନିଜକୁ ଗୁଳି କରିଦେଲେ ବିଏସଏଫ୍ ଯବାନ୍

କୋରାପୁଟ:-ନିଜକୁ ଗୁଳି କରି ଦେଲେ ଯବାନ୍। ଯାହା ଫଳରେ ଘଟଣାସ୍ଥଳରେ ଯବାନଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ। ଯେଉଁଠାରେ ଜଣେ ଯବାନ୍ ନିଜକୁ ନିଜେ ଗୁଳି କରି … Read More

ଏଥର ଜାଗରରେ ଏକାଠି ଦୀପ ଜାଳିବା ମନା

ଭୁବନେଶ୍ୱର:-କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏଥର କିନ୍ତୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ  ଓ … Read More

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ବାଲିଗୁଡ଼ା: ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ସଫଳତା ମିଳିଛି । ବାଲିଗୁଡ଼ା ପୋଲିସ ୨ ଜଣ ନକଲି ପୋଲିସକୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ୩ ଜଣ ଫେରାର୍ ହୋଇ ଯାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ … Read More

ଆଉ ୬ ଜଣ ବାଲି ମାଫିଆଙ୍କୁ ବାନ୍ଧିଲା STF

ସୁନ୍ଦରଗଡ଼: ବାଲି ମାଫିଆଙ୍କ ଉପରେ ଜାରି ରହିଛି ଏସଟିଏଫ ପ୍ରହାର । ୨ ଦିନ ମଧ୍ୟରେ ଇବ୍ ନଦୀ ପଠାରେ ଏସଟିଏଫ୍ ଚଢ଼ାଉ କରି ୧୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି । … Read More

କୁଆଡେ ଗଲା ‘ଉଇ କେୟାର, ଉଇ ଡେୟାର’ ? ରାଜଧାନୀରେ ଗୋଡାଇ ହାଣୁଛନ୍ତି ଅପରାଧି,

ଭୁବନେଶ୍ବର:–କିଛିଦିନ ତଳେ ସାମନ୍ତାରପୁର ମିଠା ବ୍ୟବସାୟୀଙ୍କୁ  ଅପରାଧି ହତ୍ୟା କରିଥିବାବେଳେ ଆଜି ଜନଗହଳୀ ସିଆରପି ଛକରେ ଘଟିଛି ଏହି ଘଟଣାର ପୁନରାବୃତ୍ତି । ସର୍ବ ସମ୍ମୁଖରେ ସାଲିଆସାହିର ଟୁକୁନା ଦାସ ଓରଫ ଜଟିଆକୁ ହତ୍ୟା କରିଛନ୍ତି ଦୁଇ ଭାଇ ସୁଧୀର ଓ … Read More

କୋଭିଡ୍ ଟିକା ନେବା ପରେ ବି ଡାକ୍ତର କରୋନା ସଂକ୍ରମିତ

ରାଉରକେଲା: କରୋନା ଟିକା ନେବା ପରେ ବି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ନିହାତି ଆବଶ୍ୟକ । ଟିକେ ଅବହେଳା କଲେ ଆପଣ ହୋଇପାରନ୍ତି କରୋନା ସଂକ୍ରମିତ । ରାଉରକେଲାରେ ଘଟିଛି ଏଭଳି ଘଟଣା । ଜଣେ ଡାକ୍ତର ଦୁଇ ଥର ଟିକା … Read More

ପୁଲିସ ଗାଡ଼ି ପୋଡି ଦେଲେ ଉତ୍ତ୍ୟକ୍ତ ଲୋକ

ଯାଜପୁର:-ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଗାଡ଼ି ପୋଡ଼ିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳେ ଘଟିଛି। ଏବେ ଗାଁରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ … Read More

ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର:-ଶନିବାର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ଭୁବନେଶ୍ୱର । ୪୦.୪ ଡିଗ୍ରୀ ସହ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ନିୟୁମରିକାଲ୍ ମଡେଲ୍ ମଧ୍ୟ ଏହା ଆକଳନ କରିଥିଲା … Read More

ରିକ୍ରିଏସନରେ ୨୨ ବର୍ଷ ତଳର ଘଟଣା ଉଗାଳିଲା ବିବନ,

ଭୁବନେଶ୍ଵର :- ବାରଙ୍ଗ ଗଣ ଦୁଷ୍କର୍ମ ଘଟଣାରେ ଗିରଫ ବିବନ ବିଶ୍ବାଳକୁ ନେଇ ସିବିଆଇ ତନାଘନା କରିଛି। ରିକ୍ରିଏସନ କରିବା ସହ ଘଟଣାସ୍ଥଳକୁ ନେଇ ପଚରାଉଚୁରା କରିଛି ସିବିଆଇ। ବିବନକୁ ଗିରଫ ପରେ ତାକୁ ଦୁଇଦିନିଆ ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା … Read More

ଜାତୀୟ ରାଜପଥରେ ବେପାରୁଆ ଭାବେ ଗାଡ଼ି ଚଳାଇଲେ ଗଣିବେ ତଣ୍ଡ :ସିସି ଟିଭି ନଜରରେ ରହିବ ପୂରା ଜାତୀୟ ରାଜପଥ

ଭୁବନେଶ୍ୱର: ଏଣିକି ଜାତୀୟ ରାଜପଥରେ ଦ୍ରୁତ ଗତିରେ ଚଳାଇପାରିବେନି ଗାଡ଼ି । ବେପାରୁଆ ଭାବେ ଗାଡ଼ି ଚଳାଇଲେ ଗଣିବେ ତଣ୍ଡ । କାରଣ ଜାତୀୟ ରାଜପଥରେ ଗାଡ଼ିର ସ୍ପିଡ୍‌ ଜଗିବ ସିସିଟିଭି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର … Read More