ରାଜ୍ୟରେ ବେକାବୁ କରୋନା, ୨୪ ଘଣ୍ଟାରେ ୧୧ ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: -ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ଟପିଛି କରୋନା ସଂକ୍ରମଣ । … Read More

ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା, ଗୋଷ୍ଠୀ ସଂଘର୍ଷରେ ୪ ଆହତ

ଗଞ୍ଜାମ: ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ଗାଁ ରାଜନୀତି । ଆଜି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ … Read More

୧୨ ଦିନ ପରେ ଘରକୁ ଫେରିଲା ଶୁଆ

କଟକ: ୧୨ ଦିନ ପରେ ମିଳିଲା କୋକୋ । ଶେଷରେ ଘରକୁ ଫେରିଲା ହଜିଯାଇଥିବା ଶୁଆ । ପାଳିତ ଶୁଆକୁ ହରାଇ ପାଗଳ ହୋଇଯାଇଥିବା ସସ୍ମିତା ବେହେରା ଏବେ ଭାରି ଖୁସି । ଗତକାଲି ଭୁବନେଶ୍ୱର କେସୁରା ଅଞ୍ଚଳର ଗୋଟିଏ ପରିବାର … Read More

ଲିଫ୍ଟରୁ ପଡ଼ି ବୃଦ୍ଧ ମୃତ

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ । ଲିଫ୍ଟରୁ ଖସି ପଡି ବୃଦ୍ଧ ମୃତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ । ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ … Read More

ATMରୁ ଲୁଟ କରୁଥିଲେ ବାପ-ପୁଅ ଯୋଡି, ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଭୁବନେଶ୍ୱରରେ ATM ଲୁଟ ପଣ୍ଡ । ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ । ୟୁନିଟ-୮ ଡିଏଭି ଛକ ନିକଟରେ ଥିବା ଏକ ATMରୁ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ଲୁଟ୍ କରିବା ସମୟରେ ୨ ଜଣଙ୍କୁ … Read More

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

ଭୁବନେଶ୍ୱର:-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା। ନିର୍ବାଚନ କାର୍ଯ୍ୟରେ ନିୟୋଜିତ … Read More

ପ୍ରିନ୍ସିପାଲ ଓ ଏସ୍‌ଡିପିଓଙ୍କୁ ମହଙ୍ଗା ପଡ଼ିଲା ନିର୍ବାଚନୀ ସଭା

ଭୁବନେଶ୍ୱର:-ନିର୍ବାଚନୀ ସଭାରେ ଯୋଗଦେଇ ହଟହଟା ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମା’ ତାରିଣୀ କଲେଜ ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀ। ଉଭୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ। ଏପରି ଅଭିଯୋଗକୁ ଗୁରୁତ୍ୱର … Read More

ଶୁଆକୁ ଖୋଜିଦେଲେ ଦେବି ୫ ହଜାର ଟଙ୍କା, ମାଲିକାଣୀ ଦେଲେ ଏମିତି ବିଜ୍ଞାପନ

କଟକ:-ନିଖୋଜ ଶୁଆ ପାଇଁ ୫ ହଜାର ଟଙ୍କାର ଆର୍ଥିକ ରାଶି। ଖୋଜି ଆଣିଦେଲେ ଦିଆଯିବ ଏହି ଆର୍ଥିକ ପୁରସ୍କାର। ଯାହାର ଲିଫଲେଟ ଏବେ କଟକ ସହରରେ ବଣ୍ଟା ହେଲାଣି। ବିଭିନ୍ନ ଖବର କାଗଜ ଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ ମିଡିଆ … Read More

କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ, ଯୁବତୀଙ୍କ ସହ ତିନି ଯୁବକ ଗିରଫ

କଟକ:- କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ। ଏହି ଘଟଣାରେ ଜଣେ ଯୁବତୀ ଙ୍କ ସହ ତିନି ଯୁବକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଜଣେ ମହିଳା କିଙ୍ଗ ପିନ,ଜଣେ ପୁରୁଷ ଗ୍ରାହକ, ଜଣେ ଦଲାଲ,ଆଉ ଜଣେ ହୋଟେଲ କର୍ମଚାରୀ। … Read More

ରାଜ୍ୟରେ ଦିନକରେ ୧୦ହଜାର ୪୮୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ କମିଛି କରୋନା ସଂକ୍ରମଣ । ଦିନକରେ ୧୦ହଜାର ୪୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ ବର୍ଷ ବୟସର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୮୨, ସ୍ଥାନୀୟ ସଂକ୍ରମଣ ୪୪୦୭ ରହିଛି । ଖୋର୍ଦ୍ଧାରେ … Read More