ଜଙ୍ଗଲରେ ନିଆଁ ଓ କାମ୍ପା ଫଣ୍ଡ ଅନିୟମିତତାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର:-ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବା ଓ କାମ୍ପା ଫଣ୍ଡ ଅନିୟମିତତାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଜଙ୍ଗଲ ବିଭାଗର ଖର୍ଚ୍ଚଦାବି ଆଲୋଚନାବେଳେ ବିରୋଧୀ ଦଳ ବିଭିନ୍ନ ଅନିୟମିତତା ପ୍ରସଙ୍ଗ ଉଠାଇ ସିଧାସଳଖ ସରକାରଙ୍କୁ … Read More

ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; କଡ଼ାକଡ଼ି ହେବ କଟକଣା,

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ସୋମବାର ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ଏକ ସପ୍ତାହ ହେବ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତ୍ୟେକ ଦିନ ଦୁଇ ଅଙ୍କ ଛୁଉଁଛି … Read More

୬୭ ତମ ଜାତୀୟ ଫିଲ୍ମ ପୁରସ୍କାର:୩ ଓଡ଼ିଆ ଫିଲ୍ମକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ସୋମବାର ଦିନ ଘୋଷଣା ହୋଇଯାଇଛି । ଏହି ଫିଲ୍ମ ପୁରସ୍କାରରେ ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’କୁ  ବେଷ୍ଟ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ପ୍ରଦାନ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ … Read More

ରାଜ୍ୟରେ ଫେରିଲା ନାଇଟ କର୍ଫ୍ୟୁ,

ମାଲକାନଗିରି: ମାଲାକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ମାଲକାନଗିରି ବଡ଼ଯାତ୍ରାକୁ ଦୃଷ୍ଟିରେ … Read More

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ପୁରୀର ସୌନ୍ଦର୍ଯ୍ୟକରଣ ଦେଖି ହେଲେ ବିମୋହିତ । ବିକାଶ ଦେଖି ହେଲେ ଆଶ୍ଚର୍ଯ୍ୟ । ଗଲା ବେଳକୁ କହିଗଲେ ପୁରୀର ବିକାଶ ଅବିଶ୍ୱସନୀୟ । ଶ୍ରୀମନ୍ଦିର … Read More

ଶ୍ରୀମନ୍ଦିର ବିକାଶ ପାଇଁ ରାଷ୍ଟ୍ରପତିଙ୍କ ଏକ ଲକ୍ଷ ଟଙ୍କା ଦାନ

ପୁରୀ: ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଦରମାରୁ ଏହି ରାଶି ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କାର ଚେକ୍ ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରଶାସନକୁ … Read More

ରାତି ପାହିଲେ ବିଜ୍ଞପ୍ତି, ପ୍ରାର୍ଥୀ ଘୋଷଣା ପରେ ଜୋରଦାର ହେବ ପ୍ରଚାର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଘଣ୍ଟା … Read More

ଜୁନ୍ ୩୦ ଯାଏଁ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଅବଧି । ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଜୁନ ୩୦ ଯାଏଁ ଆବେଦନ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କର ପରିବହନ ବିଭାଗ ପକ୍ଷରୁ … Read More

ମେ’ ୨୩ରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର:- କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ତାରିଖ … Read More

୨୨.୫ ଟନ୍ କୋଇଲା ଚୋରା ଚାଲାଣ ବେଳେ ଜବତ କଲା STF

ଅନୁଗୁଳ: ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା । ଏମସିଏଲର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରା ଚାଲାଣ ନେଇ ଖବର ପାଇଥିଲା ଏସଟିଏଫ୍ । … Read More