କୋଟିଆରେ ଫେଲ ମାରିଲା୧୪୪ ଧାରା , ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ

କୋଟିଆ:-ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ କଥା କଟାକଟି ଭିତରେ କୋଟିଆ ପଂଚାୟତର ନେରିଡ଼ିୱାଲସାରେ ଭୋଟ ଦାନ କରିଛି ଆନ୍ଧ୍ର । ତେବେ କେବଳ ତେଲୁଗୁ ସଂପ୍ରଦାୟର ଲୋକେ ଭୋଟଦେଇଛନ୍ତି । ଆନ୍ଧ୍ରର ମତଦାନ କେନ୍ଦ୍ରକୁ ଗଲେ ନାହିଁ ଓଡିଆ ଭୋଟର । … Read More

ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ଟ୍ରେନ୍ ବାତିଲ୍ ପାଇଁ ରେଲୱେକୁ ଚିଠି

ଭୁବନେଶ୍ୱର: ଦେଶର ଏକାଧିକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି । ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶରେ ସ୍ଥିତି ଉଦବେଗ ଜନକ । ଯଦିଓ ଓଡ଼ିଶାରେ ସ୍ଥିତି ସେତେଟା ଖରାପ ନୁହେଁ ତଥାପି ସୀମାନ୍ତରେ ଯାତାୟାତ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଓଡ଼ିଶା … Read More

ମୋଦିଙ୍କୁ ୩୦୦ କୋଟି ଟଙ୍କା ମାଗିଲେ ନବୀନ

ଭୁବନେଶ୍ୱର:-ଦେଶରେ କରୋନା ଭାଇରସର ଦ୍ୱିତୀୟ ହୁ ହୁ ହୋଇ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତିର ସମୀକ୍ଷା … Read More

ଟ୍ୱିନ୍ ସିଟିରେ କାଳବୈଶାଖୀ ବର୍ଷା,

ଭୁବନେଶ୍ୱର:- ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି । ପବନ ସହ ତୁହାକୁ ତୁହା ବର୍ଷା ହେଉଛି । ବିଜୁଳି ଘଡ଼ଘଡ଼ି ବି ମାରୁଛି । ବର୍ଷା ପବନ ହେଉଥିବାରୁ ଗୁଳୁଗୁଳିରୁ … Read More

୧୬ ଜିଲ୍ଲାରେ ପୁଣି ଖୋଲିବ ଅସ୍ଥାୟୀ ମେଡିକାଲ କେନ୍ଦ୍ର,

ଭୁବନେଶ୍ୱର;-ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ପୁଣିଥରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ଖୋଲିବା ଓ ୭ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଟିଏମସି ଖୋଲିବା ପାଇଁ ରାଜ୍ୟ ସରକାର ଆଜି ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି … Read More

ବନ୍ଦୀ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ: କହିଲେ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କର

ମାଓବାଦୀଙ୍କ କବଜାରେ ଥିବା କୋବ୍ରା ଯବାନ ରାଜେଶ୍ୱର ସିଂହଙ୍କ ଫଟୋ ଆସିଛି । ମାଓବାଦୀ ତାଙ୍କୁ ବନ୍ଧକ ରଖିଥିବା ବେଳେ ଆଜି ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଏହାସହ ତାଙ୍କୁ ଛାଡ଼ିବା ପାଇଁ ସରକାର ମଧ୍ୟସ୍ଥଙ୍କ ନାଁ ଘୋଷଣା କରିବାକୁ … Read More

ଦିଲ୍ଲୀ ହାଇକୋର୍ଟଙ୍କ ରାୟ,ଏକୁଟିଆ କାର ଚଲାଉଥିବା ବେଳେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ଏକୁଟିଆ କାର ଚଳାଉଥିଲା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏକୁଟିଆ କାର ଚଳାଇ ଯାଉଥିବା ବେଳେ ଚାଳକ ମାସ୍କ ପିନ୍ଧିବାକୁ ବାଧ୍ୟ କି ନାହିଁ ଏହା ଉପରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟ ମହତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । … Read More

ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨କୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେବେ ମାମଲାରେ ଓଟିଭି ଗ୍ରୁପର ୪ … Read More

ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼

ଉଦଳା:- ତହସିଲ୍‌ଦାର ଓ ଅତିରିକ୍ତ ତହସିଲଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ମାଡ଼ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା … Read More

ରାମ ମନ୍ଦିର ଫଙ୍କସନ୍ ହଲ ସହ ଅକ୍ସଫୋର୍ଡ କଲେଜକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ହୋଟେଲ ଓ ହଲରେ ଉତ୍ସବ ଉପରେ ବିଏମସି କଟକଣା ଜାରି କରିଛି । କୌଣସି ଉତ୍ସବ ପାଇଁ ବିଏମସି ଠାରୁ ଅନୁମତି ନେବାକୁ କୁହାଯାଇଛି । ତଥାପି ଅଧିକାଂଶ ସ୍ଥାନରେ ବିଏମସି ଠାରୁ … Read More