ଜଳେଶ୍ବରରୁ ୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣକୁ ଗିରଫ କଲା ଏସଟିଏଫ

ଜଳେଶ୍ବର :-କ୍ରାଇମବ୍ରାଞ୍ଚ ଏସଟିଏଫ ଟାର୍ଗେଟରେ ଡ୍ରଗ୍ସ ମାଫିଆ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳା ଜହର ।

ସୂଚନା ଅନୁସାରେ ଗୁରୁବାର ସକାଳୁ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବରରେ ଚଢାଉ କରିଥିଲା । ଚଢାଉ ବେଳେ ୮୦୦ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ବୋଲି କୁହ ଯାଉଛି ।

Leave a Reply

Your email address will not be published. Required fields are marked *