ସମ୍ୱଲପୁର – ସମ୍ୱଲପୁର କିନାଲୋଇ ଗାଁରେ ଅଭାବନୀୟ ଘଟଣା । କୂଅକୁ ଡେଇଁ ମାଆ-ଝିଅ କରିଛନ୍ତି ଆତ୍ମହତ୍ୟା । ୬ ବର୍ଷର ଝିଅକୁ ସାଥିରେ ଧରି କୂଅକୁ ଡେଇଁଲା ମାଆ । ମାନସିକ ବିକାର ଗସ୍ତ ଥିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।
ମୃତଦେହ ଜବତ କରି କତରବଗା ଥାନା ପୁଲିସ୍ର ତଦନ୍ତ ଜାରି ।