ହାଲୋ……. ଧନ………
କଉଠି ଅଛ ।
ମୁ ତୁମ ହୃଦୟରେ ଅଛି ।
ଆଉ କାହିଁକି ସେମିତି ଫୋନ କରୁନା ତ ! !
ତୁମ ଷ୍ଟାଟସ ଭାରି ଲୋଭାଣିଆ। ।
ଷ୍ଟାଟସରେ କଣ ସବୁ ମିଳୁଛି ???
ଚାଟ କରିବ ………
ନ ହେଲେ ନାହିଁ ।
ମେସେଞ୍ଜରରେ ସେଲ୍ଫି ସଟ,
ନା’ଭଲ ଲାଗେ
ଭିଡିଓ କଲ !
ଇନଷ୍ଟା କଲ
ସବୁଠୁ ବଢିଆ ଫେସବୁକ
ଟୁଇଟରକୁ ନା………….
ରହୁଛି ଵାଏ ।
ଗଗନ ସ୍ୱାଇଁ(କ୍ରାଇମ ରିପୋର୍ଟର)