ଭିଜିଲାନ୍ସ ଜାଲରେ ITI ପ୍ରିନ୍ସିପାଲ

ନୂଆପଡା:-ଭିଜିଲାନ୍ସ ଜାଲରେ ଖରିଆର ରୋଡ ସରକାରୀ ITI ପ୍ରିନ୍ସିପାଲ ବିଭୁତି ଭୁଷଣ ସାହୁ । ପଦବୀ ନବିକରଣ ପାଇଁ ନେଉଥିଲେ ୩୦ ହଜାର ଟଙ୍କା । ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ସମୟରେ ରଙ୍ଗେ ହାତ ଧରିରେ ଜୟପୁର ଭିଜିଲାନ୍ସ ଦଳ । ସର୍ଭିସ ପେପର ରିନୁଆଲ କରିଦେବା ପାଇଁ ଭୁପେନ୍ଦ୍ର ମହାନନ୍ଦ ଠାରୁ ନେଉଥିଲେ ଲାଞ୍ଚ।

Leave a Reply

Your email address will not be published. Required fields are marked *