ଦୁଷ୍କର୍ମ ଅଭିଯୋଗରେ କୋଚିଂ ସେଣ୍ଟର ମ୍ୟାନେଜର ଗିରଫ

ବାଲେଶ୍ୱର – କୋଚିଂ ସେଣ୍ଟର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଆଉ ଏହି ଅଭିଯୋଗର ଶିକାର ହୋଇଛନ୍ତି ଜଣେ କୋଚିଂ ସେଣ୍ଟରର ମ୍ୟାନେଜର । ଆଜିମାବାଦ ASIAN କୋଚିଂ ସେଣ୍ଟର ମ୍ୟାନେଜର ଶିବ ଶଙ୍କର ଗିରଫ ହୋଇଛନ୍ତି । ଶିବ ଶଙ୍କରଙ୍କ ନାଁରେ ଅଭିଯୋଗ ଆଣିଥିଲେ ପରିବାର ଲୋକ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ କରିଥିଲା କୋଚିଂ ସେଣ୍ଟର ମ୍ୟାନେଜରଙ୍କୁ ।

Leave a Reply

Your email address will not be published. Required fields are marked *