ରାଜ୍ୟର ବରିଷ୍ଠ ପୁଲିସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର – ରାଜ୍ୟର ବରିଷ୍ଠ ପୁଲସ୍ ସ୍ତରରେ ଅଦଳବଦଳ । ଘନଶ୍ୟାମ ଉପାଧ୍ୟାୟ ହେଲେ ଭିଜିଲାନ୍ସ ଆଇଜି, ସତୀଶ କୁମାର ଗଜଭିୟେ ହେଲେ ଟ୍ରାଫିକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ, ମନୋଜ ମହନ୍ତ ହେଲେ ଦେବଗଡ଼ ଏସ୍‌ପି, OAPS ବିଜୟ ସାହୁ ସପ୍ତମ ବାଟାଲିଅନର କମାଣ୍ଡାଣ୍ଟ, OPS ଏସ୍‌.ସି. ଜମାଦାର ପୁଲିସ ମୁଖ୍ୟାଳୟର AIG ।

Leave a Reply

Your email address will not be published. Required fields are marked *