କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ କରୋନା ପଜିଟିଭ,

ନୂଆଦିଲ୍ଲୀ:- କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି | କେନ୍ଦ୍ରମନ୍ତ୍ରୀ ମେଘବାଲଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | କେନ୍ଦ୍ରୀୟ ଭାରି ଉଦ୍ୟୋଗ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ତାଙ୍କୁ ଏମ୍ସ ଟ୍ରଉମା ସେଣ୍ଟରରେ ଭର୍ତ୍ତି କରାଯାଇଛି | ସେ ରାଜସ୍ଥାନ ଵିକନେତ୍ର ଲୋକସଭା ସାଂସଦ ଅଛନ୍ତି |

Leave a Reply

Your email address will not be published. Required fields are marked *