ଜମି ଜବରଦଖଲକୁ ନେଇ ବୋମାମାଡ଼
କୋଣାର୍କ:- କୋଣାର୍କ ମହିଳା ସଙ୍ଗଠନର ଜମି ଜବରଦଖଲକୁ ନେଇ ବୋମାମାଡ । ଦୀର୍ଘ ୧୭ ବର୍ଷ ଧରି କୋଣାର୍କ ମହିଳା ସଙ୍ଗଠର କୋଣାର୍କ ନିକଟସ୍ଥ ତାରିଣୀ କଲୋନୀରେ ଏକ ଜମି ରହିଥିଲା । ୨୦ ଦିନ ତଳେ ଗୋପ ବ୍ଲକ ଶୋରଭା ପଞ୍ଚାୟତର ଜଣେ ଯୁବକ ଏହି ଜମିକୁ ଜବରଦଖଲ କରିଥିବା ଅଭିଯୋଗ କରି ଶତାଧିକ ମହିଳା କୋଣାର୍କ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୋଣାର୍କ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ।
କୋଣାର୍କ ମହିଳା ସଙ୍ଗଠନର ଜମି ଜବରଦଖଲକୁ ନେଇ ବୋମାମାଡ । ଦୀର୍ଘ ୧୭ ବର୍ଷ ଧରି କୋଣାର୍କ ମହିଳା ସଙ୍ଗଠର କୋଣାର୍କ ନିକଟସ୍ଥ ତାରିଣୀ କଲୋନୀରେ ଏକ ଜମି ରହିଥିଲା । ୨୦ ଦିନ ତଳେ ଗୋପ ବ୍ଲକ ଶୋରଭା ପଞ୍ଚାୟତର ଜଣେ ଯୁବକ ଏହି ଜମିକୁ ଜବରଦଖଲ କରିଥିବା ଅଭିଯୋଗ କରି ଶତାଧିକ ମହିଳା କୋଣାର୍କ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୋଣାର୍କ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ।