ଯଦି ଆପଣ ସବୁଦିନ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି ତେବେ ଏହି ଖବର ନିଶ୍ଚୟ ପଢନ୍ତୁ

ଆଜିକା ସମୟ ରେ ଇଣ୍ଟେର୍ନେଟ ରେ ଅନେକ ପ୍ରକାର ର ଭିଡିଓ ଦେଖିବାକୁ ମିଳିଥାଏ I କିନ୍ତୁ ଆଜିକା ଯୁବପିଢ଼ି ଅଧିକାଂଶ ଆଡଲ୍ଟ ଭିଡିଓ ଦେଖିବା ର ସଉକିନ ହେଇଗଲେଣି I ବିଗତ ଦିନ ରେ ଭାରତ ସରକାର 800 ରୁ ଉର୍ଧ୍ଵ ଆଡଲ୍ଟ ସାଇଟ ଗୁଡିକରେ ପ୍ରତିବନ୍ଧକ ଲଗାଇଥିଲେ I

ସର୍ବେ ରୁ ଏହା ଜଣାଯାଇଛି କି ଅଧିକ ଆଡଲ୍ଟ ଭିଡିଓ ଦେଖିବା ଦ୍ୱାରା ଶରୀର ପାଁଇ ଏହା ହାନିକାରକ ଅଟେ I ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ I

ଗବେଷକମାନେ ଏହା ମଧ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ଅଧିକ ଆଡଲ୍ଟ ଭିଡିଓ ଦେଖନ୍ତି ତାଙ୍କ ର ମାନସିକ ବିକାଶ ଠିକ ରେ ହେଇ ନ ଥାଏ ଏବଂ ତାଙ୍କ ର ଅନେକ ଶାରୀରିକ ହାନି ମଧ୍ୟ ହେଇଥାଏ I

Leave a Reply

Your email address will not be published. Required fields are marked *