କଣ୍ଡମକୁ ବିଷୟରେ ଯୁବପିଢ଼ି ମାନେ ନିଶ୍ଚିନ୍ତ ଜାଣିବା ଉଚିତ ଏହି ୬ଟି କଥା..
ଭାରତ ରେ ଯୁବପିଢ଼ି ଙ୍କ ମଧ୍ୟ ରେ ସେକ୍ସ ସମ୍ବନ୍ଧ ରେ କମ ଜ୍ଞାନ ଥିବା ର ଦେଖିବାକୁ ମିଳିଛି I କିଛି ଅନ୍ଧ ବିଶ୍ୱାସ କୁ ନେଇ ଯୁବ ପିଢ଼ି କିଛି ଭୁଲ କାର୍ଯ୍ୟ କରି ବସିଥାନ୍ତି I ତେବେ ଚାଲନ୍ତୁ ଜାଣିବା କଣ୍ଡମ ବିଷୟ ରେ କିଛି ଗୁରୁତ୍ୱପୂର୍ଣ କଥା ଏବଂ ଏହି କଣ୍ଡମ ବ୍ୟବହାର ବିଷୟ ରେ କିଛି I
1.ଅନେକ ସମୟ ରେ ଆପଣ ଶୁଣିଥିବେ କଣ୍ଡମ ର କିଛି ଏକ୍ସପରି ନ ଥାଏ I କିନ୍ତୁ ଧ୍ୟାନ ଦେଇ କଣ୍ଡମ ପ୍ୟାକେଟ କୁ ଦେଖିଲେ ଜାଣିପାରିବେ ସେଠାରେ ଏକ୍ସପରି ଡେଟ ଲେଖା ରହିଥାଏ I
2.କେହି ଜଣେ ଏପରି ଅପପ୍ରଚାର ମଧ୍ୟ କରିଥିଲେ କି 18 ବର୍ଷ ରୁ କମ ବୟସ ର ପିଲାମାନେ କଣ୍ଡମ ର ବ୍ୟବହାର କରିପାରିବେ ନାହିଁ I କିନ୍ତୁ ଧ୍ୟାନ ରଖନ୍ତୁ କଣ୍ଡମ କିଣିବା ର କୌଣସି ବୟସ ସୀମା ନ ଥାଏ I
3.ଗବେଷଣା ରୁ ଏହା ମଧ୍ୟ ଜଣାଯାଇଛି କି ବିନା କଣ୍ଡମ ରେ ଲୋକେ ଯେଉଁ ଆନନ୍ଦ ନେଇପାରିବେ ସେକ୍ସ ସମୟ ରେ , କଣ୍ଡମ ବ୍ୟବହାର ରେ ମଧ୍ୟ ସେହି ଆନନ୍ଦ ନେଇପାରିବେ I
4.ଆଉ ଏକ ଅନ୍ଧ ବିଶ୍ୱାସ ଶୁଣିଥିବେ କଣ୍ଡମ ର ଅଧିକ ବ୍ୟବହାର ଭଲ ନୁହେଁ I ଏହା ସମ୍ପୂର୍ଣ ଅନ୍ଧବିଶ୍ୱାସ ଅଟେ I
5.କିଛି ଲୋକେ କହିଥାନ୍ତି ଯଦି ଆପଣଙ୍କ ପାର୍ଟନର ଗର୍ଭନିରୋଧକ ବଟିକା ଖାଇଛନ୍ତି ତ ଆଉ କଣ୍ଡମ ର ଆବଶ୍ୟକ ନ ଥାଏ I ଏହା ସମ୍ପୂର୍ଣ ଠିକ ନୁହେ I କଣ୍ଡମ ର ବ୍ୟବହାର ସବୁଠାରୁ ନିରାପଦ ହେଇଥାଏ I
6.ଯଦି ଆପଣ ଦୁଇଥର ସେକ୍ସ କରୁଛନ୍ତି ତ ଭଲ ହେବ ପ୍ରତୋକ ଥର ଗୋଟେ କଣ୍ଡମ କୁ ହିଁ ବ୍ୟବହାର କରନ୍ତୁ I ଏହା ଏକ ଉତ୍ତମ ଓ ସୁରକ୍ଷିତ ଯୌନ ସମ୍ପର୍କ ହେଇଥାଏ I
7.କଣ୍ଡମ ରଖିବାକୁ ଏକ ଉଚିତ ତାପମାତ୍ରା ର ଆବଶ୍ୟକ ହେଇଥାଏ I କିନ୍ତୁ ଏହା କୁ ପର୍ସ ରେ ରଖିବା ଦ୍ୱାରା ଚିପି ହେଇ ଫାଟିବା ର ଆଶଙ୍କା ଅଧିକ ରହିଥାଏ I