ମୁଖ୍ୟ ଖବର ରାଜ୍ୟ ଶ୍ରାବଣ ମାସରେ ଶୈବପୀଠରେ ୧୪୪ ଧାରା admin July 5, 2020 ଭଦ୍ରକ:-ଶ୍ରାବଣ ମାସରେ ଶୈବପୀଠରେ ୧୪୪ ଧାରା । ଶ୍ରାବଣ ମାସରେ ଶୈବ ପୀଠରେ ଜଳାଭିଷେକ ପାଇଁ ଲାଗିଲା କଟକଣା। କାଉଡ଼ିଆ ଯାତ୍ରା ପୂର୍ବରୁ ଜିଲ୍ଲା ର ସମସ୍ତ ଶୈବ ପିଠ ସହ ଧର୍ମାନୁଷ୍ଠାନରେ ୧୪୪ ଧାରା ଜାରି କଲା ପ୍ରଶାସନ। ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ସୂଚନା।