୧୩ ବର୍ଷର ଛାତ୍ର ସହ ୪୧ ଥର ସମ୍ବନ୍ଧ ରଖି ଶିକ୍ଷୟତ୍ରୀ ହୋଇଗଲେ ଗର୍ଭବତୀ, ଏହା ପରେ ଯାହା ହେଲା

ଏପରି କୁହାଯାଇଥାଏ କି ପ୍ରେମ ର କିଛି ପରିସୀମା ନ ଥାଏ I ପ୍ରେମ ଆପେ ଆପେ ହେଇଯାଇଥାଏ I ପ୍ରେମ ସମୟ ରେ ମନୁଷ୍ୟ ଠିକ ଭୁଲ ର ନିଷ୍ପତି କରିପାରିନଥାଏ ଏବଂ ଏଥିରେ ଆମେ ଯାହା ଦେଖୁ ତାହା ହିଁ ଆମ କୁ ଠିକ ଲାଗିଥାଏ I ତେବେ ଯେଉଁ ଲୋକେ ପ୍ରକୃତ ପ୍ରେମ କୁ ପାଇ ନ ଥାନ୍ତି ସେମାନେ ନିଜ କୁ ଦୁଖୀ ଅନୁଭବ କରିଥାନ୍ତି I ପ୍ରେମ କେବଳ ପୁଅ ଝିଅ ମଧ୍ୟ ରେ ହେଇ ନ ଥାଏ ପ୍ରେମ ପିତା ମାତା ମଧ୍ୟ ରେ ବି ହେଇଥାଏ I ପ୍ରେମ ଆପଣ ଙ୍କୁ କାହା ସହ ବି ହେଇପାରେ I ଆଜି ଆମେ ଆପଣ ଙ୍କୁ ଏକ ଏପରି କାହାଣୀ ସମ୍ପର୍କ ରେ କହିବାକୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ Iଏହି ଘଟଣା ଟି ଘଟିଛି ଆମେରିକା ର ଟେକ୍ସସ ସହର ରେ , ଏଠାରେ ପୁଣି ଏକ ଏପରି ଘଟଣା ଘଟିଯାଇଛି ଯେଉଁଥି ରେ କି ଶିକ୍ଷୟତ୍ରୀ ଓ ଜଣେ ଛାତ୍ର ଙ୍କ ର ସମ୍ପର୍କ ରେ ଦାଗ ଲାଗିଛି I ଏଠାରେ ଟେକ୍ସସ ର ଜଣେ ସ୍କୁଲ ର ଶିକ୍ଷୟତ୍ରୀ ତାଙ୍କ ର ଜଣେ 13 ବର୍ଷ ର ଛାତ୍ର ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲା , ଖାଲି ଦୀର୍ଘ ଅନେକ ଦିନ ହେବ ଦୁହେଁ ଶାରୀରିକ ସମ୍ପର୍କ ରଖୁଥିଲେ I ଏହି କଥା କୁ ଶିକ୍ଷୟତ୍ରୀ ନିଜ ସ୍ୱୀକାର କରିଛନ୍ତି କି ସେ ଉକ୍ତ ଛାତ୍ର ଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହେଇଥିଲେ Iଟେକ୍ସସ ର ହ୍ୟୁସ୍ତାନ କୋର୍ଟ ରେ ଏହି ମାମଲା ବର୍ତମାନ ବିଚାରାଧୀନ ଅଛି ଏବଂ ଯେଉଁଦିନ ପିଲାଟି ଇଂରାଜୀ ପଢିବାକୁ ଟ୍ୟୁସନ ଆସୁ ନ ଥିଲା ତ ସେ ପିଲାଟି ର ଘର କୁ ଆସିବା ଆରମ୍ଭ କରିଦେଇଥିଲେ Iତେବେ ବର୍ତମାନ ପର୍ଯ୍ୟନ୍ତ ବି ଏହି ମହିଳା ଙ୍କୁ ଗିରଫ କରାଯାଇନାହିଁ I ଏହି ଶିକ୍ଷୟତ୍ରୀ ଙ୍କ ବିରୋଧରେ ଯୌନ ଶୋଷଣ ର ମାମଲା ଲାଗୁ ହେଇଚି I ତେବେ ଏହି ସମ୍ବନ୍ଧ କୁ ନେଇ କେହି ଜଣେ ଲୋକ ତାଙ୍କ ପିଲାଟି ର ଘର ଲୋକଙ୍କୁ ଦେଇଥିଲା ହେଲେ ଘର ଲୋକଙ୍କ ର ବି ଏପରି ସମ୍ବନ୍ଧ କୁ ନେଇ କିଛି ଅସୁବିଧାନ ଥିଲା ତେବେ ଦେଖିବାକୁ ଗଲେ ଏହି ଶିକ୍ଷୟତ୍ରୀ ଏହି ପିଲାଟି ସହ 41 ଥର ସମ୍ବନ୍ଧ ରଖିସାରିଲେଣି I

Leave a Reply

Your email address will not be published. Required fields are marked *