ରାଣୀହାଟ ମାଳିସାହି ହେଲା କଣ୍ଟେନମେଣ୍ଟ ଜୋନ୍
କଟକ:-କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା CMC। କଟକ ସହରରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟଶ ବଢ଼ି ଚାଲିଥିବା ବେଳେ କଟକ ମହାନଗର ନିଗମ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ ଗାଡ଼ି ଆତଯାତ ମନା କରାଯାଇଥିବା ବେଳେ ଘରୁ କେହି ବାହାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି ।କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କଟକ ଜିଲ୍ଲାରେ ଏହି ସଂଖ୍ୟା ୭୦୨ରେ ପହଞ୍ଚିଛି। ସେହିପରି କେବଳ କଟକ ସହରରେ ଲୋକାଲ କେସ୍ ଅଧିକ ବାହାରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।