ଚତୁର୍ଥୀ ରାତିରେ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ବର କନିଆଁଙ୍କୁ କରିଲେ ଏପରି ଡିମାଣ୍ଡ, କନିଆଁ ହୋଇଗଲେ ବେହୋସ …
ଗୁଜୁରାଟ ର ବଡୋଦରା ସହର ରେ ଏକ ଆଶ୍ଚଯ୍ୟକର ଘଟଣା ଘଟିଯାଇଛି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I ବଡୋଦରା ର ପଞ୍ଚମହଲ ରହୁଥିବା ଜଣେ ଯୁବତୀ ଙ୍କ ର ବିବାହ 13 ଡିସେମ୍ବର କୁ ହେଇଥିଲା I ସେ ନିଜ ର ଜୀବନସାଥୀ ଙ୍କୁ ନେଇ ଅନେକ ଆଶା ରଖିଥିଲେ କିନ୍ତୁ ସବୁ ବୃଥା ଥିଲା I ବିବାହ ର ପହିଲି ରାତି ରେ ଦୁଲହନ ଦୁଲହ ଙ୍କ ର ଅପେକ୍ଷ୍ୟ ରେ ଥିଲେ କିନ୍ତୁ ଦୁଲହ ଆସି ଦୁଲହନ ଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିଲେ I ଏବଂ କହିଥିଲେ ଏହିପରି ଅପ୍ରାକୃତିକ ସେ-କ୍ସ କରିବା କୁ I
କଣ ଥିଲା ପୁରା ଘଟଣା
ମିଡ଼ିଆ ରିପୋର୍ଟ ଅନୁସାରେ ବଡୋଦରାର ବାସିନ୍ଦା ମହିଳଙ୍କ ର ବିବାହ ର କିଛି ଦିନ ମଧ୍ୟରେ ନିଜ ଉପରେ ହେଉଥିବା ଅତ୍ୟାଚାର କୁ ଆଉ ସମ୍ବଳି ପାରିନଥିଲେ ଆଉ ପାଖ ପୋଲିସ ଷ୍ଟେସନରେ ନିଜ ସ୍ଵାମୀ ଙ୍କ ବିରୋଧରେ ଏକ କେଶ କରିଦେଇଥିଲେ| ମହିଳାଙ୍କ ଆରୋପ ଏହାକି ଯେ 13 ଡିସେମ୍ବରରେ ତାଙ୍କର ବିବାହ ହୋଇଥିଲା |
ବିବାହର ସଙ୍ଗେ ସଙ୍ଗେ 14ତାରିଖ ଦିନ ସକଳୁ ଆମେ ଦୁଇଜଣ ହୋଟେଲ କୁ ଯାଇଥିଲୁ | ହୋଟେଲ ଭିତରେ ବର ନିଜର ଫୋନରେ ନବ ବିବାହିତାଙ୍କୁ ଅଶ୍ଳୀଳ ଭିଡ଼ିଓ ଓ ଫୋଟୋ ଦେଖାଇଥିଲେ | ଆଉ ତାଙ୍କୁ କହିଥିଲେ କି ସେ ମଧ୍ୟ ଏପରି ଅପ୍ରାକୃତିକ ସେ-କ୍ସ କରନ୍ତୁ ବୋଲି |
ସ୍ଵାମୀ ଅପ୍ରାକୃତିକ ସେ-କ୍ସ କରିବାକୁ କରିଲେ ବାଧ୍ୟ
ଆରୋପ ହେଇଛି କି ନବ ବିବାହିତା ନିଜର ସ୍ଵାମୀଙ୍କୁ ବିରୋଧ କରିଲେ ତ ତାଙ୍କ ସ୍ଵାମୀ ତାଙ୍କୁ ଅପ୍ରାକୃତିକ ସେ-କ୍ସ କରିବାକୁ ବାଧ୍ୟ କରିଥିଲେ | ପୁଲିସ ଅନୁସାରେ ଆଇପିସି ଧାରା 377ଅନୁସାରେ ଅଶ୍ଳୀଳ କୃତ୍ୟ ଦେଖାଇବା ଆପରାଧ ଅଟେ |ଏହା ସହିତ ଆହୁରି ଆଇଟି ଧାରାକୁ ଯୋଡ଼ା ଗଲା |
ପୁଲିସ ମିଡ଼ିଆ କୁ ଜଣାଇଲେ କି ବାହାଘରର ସଙ୍ଗେ ସଙ୍ଗେ ନବବିବାହିତ ଯୋଡି ରାତି 2.30ରେ ହୋଟେଲ ଭିତରେ ପ୍ରବେଶ କରିଥିଲେ |ଆଉ କିଛି ଘଣ୍ଟା ମଧ୍ୟରେ ସେ ସେଠାରୁ ଚାଲିଯାଇଥିଲେ |
କୋର୍ଟରେ କଲେ ଛାଡପତ୍ରର ଆବେଦନ
ଯୋଡି ଦୁଇଜଣ ନିଜ ପରିବାର ଲାକଙ୍କୁ ଏହା ବିଷୟରେ କହିଦେଇଥିଲେ | ସେମାନେ କହିଲେ କି ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଅନେକ ଦିନରୁ ଜାଣି ଥିଲେ |ଏବେ ଏହି ଯୋଡି ଛାଡ଼ପତ୍ର ନେବାକୁ ଯାଉଛନ୍ତି | ଏଥି ପାଇଁ ଦୁଇଜଣ କୋର୍ଟରେ ଆବେଦନ ମଧ୍ୟ କରିସାରିଛନ୍ତି | ଶୁକ୍ରବାରରେ ହୋଟେଲରେ ହେଇଥିବା ଆପରାଧପାଇଁ ପୋଲିସ କେଶ ମଧ୍ୟରେ କରିସାରିଛନ୍ତି |