ବିବାହର ପ୍ରଥମ ରାତିରେ କନିଆଁ ସମ୍ବନ୍ଧ ରଖିବାକୁ ମନାକରିଲେ, ତାପରେ ଯାହା ହେଲା ଜାଣିଲେ …

ବିବାହ ପରେ ଜଣେ ନାରୀ କେଉଁ କେଉଁ ସମସ୍ୟା କୁ ସମୁଖୀନ କରିଥାନ୍ତି ତାହା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥାନ୍ତି | ଏବଂ ସବୁ କାର୍ଯ୍ୟ ଠାରୁ ବଡ଼ ହେଉଛି ନିଜ ଜୀବନସାଥୀ ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବା | ଯାହା କି ସେମାନେ ନିଜ ବଂଶ ବୃଦ୍ଧି ପାଁଇ କରିଥାନ୍ତି |ପ୍ରତୋକ ବ୍ୟକ୍ତି ଙ୍କ ପାଁଇ ବିବାହ ର ପହିଲି ରାତି ସବୁଠାରୁ ବିଶେଷ ହେଇଥାଏ | ଚତୁର୍ଥୀ ରାତି ହେଉଛି ସେହି ରାତି ଯାହା କି ବିବାହ ପରେ ଦୁହେଁ ପ୍ରଥମ ଥର ଶାରୀରିକ ସମ୍ବନ୍ଧ ରଖିଥାନ୍ତି ଏବଂ ଏହି ବିବାହ ର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ବୋଲି ମାନ୍ୟତା ରହିଛି |ଏହି ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ଅଟେ | ଯେଉଁଠାରେ ଭୋପାଲ ର ରହୁଥିବା ଏକ ପୁଅ ଯିଏ କି ଏକ ଗରିବ ଝିଅ ସହ ବିବାହ କରିଥିଲା | ଯୁବକ ଜଣଙ୍କ ଏହି ବିବାହ ରେ ବେଶ ଖୁସିଥିଲେ କିନ୍ତୁ ଝିଅ ଟି ନିଜ ସ୍ୱାମୀ ଙ୍କ ସହ ସମ୍ବନ୍ଧ ରଖିବାକୁ ମନାକରିଥିଲେ |ଏପରି ଘଟଣା ଦେଖିଲେ ମନ ରେ ଅନେକ ବିଚାର ଉଙ୍କି ମରିଥାଏ | କିନ୍ତୁ ଏହି ଘଟଣା ରେ ଏହି ଝିଅ ଟି ର ଆର୍ଥିକ ଅବସ୍ଥା ଠିକ ନ ଥିବା ରୁ ସେ ମନ୍ଦିର ରେ ବିବାହ କରିଥିଲେ ଏବଂ ଏହି ଦରିଦ୍ରପଣ ର ଫାଇଦା ନେଇ ଝିଅ ତାର ଶଶୁର ଘର ଲୋକଙ୍କୁ ଲୁଟି ଥିଲା | କିଛି ମାସ ପରେ ଏହି ବିବାହ ରେ ମିଳିଥିବା ସବୁ ଗହଣା ନେଇ ନିଜ ଘର କୁ ଚାଲିଯାଇଥିଲା |ଝିଅ ଟି ର ଘରେ ତାଲା ପଡିଥିବା ର ଦେଖି ସେହି ଘର ମାଲିକ କୁ ପଚାରିବାରୁ ସେ କହିଲେ ତାଙ୍କ ର ପୁରା ପରିବାର ଘର ଛାଡି ତାଙ୍କ ର ପୁରା ପରିବାର ର କୌଣସି ସନ୍ଧାନ ମିଳିନାହିଁ ଏବଂ ଏହା ପରେ ପୁଅ ଘର ଲୋକେ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି |

Leave a Reply

Your email address will not be published. Required fields are marked *