ଚଳିତ ବର୍ଷ ହେବ ନାହିଁ ମହାପ୍ରଭୁଙ୍କ ରଥଯାତ୍ରା
ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମମ୍ରକେର୍ଟଙ୍କ ବଡ ରାୟ । ଏ ବର୍ଷ ହେବ ନାହିଁ ରଥଯାତ୍ରା । ଏହା ଶୁଣାଣି କରିଛନ୍ତି କୋର୍ଟ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ମହାମାରୀ ସମୟରେ ଏହି ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ଜନସ୍ୱାସ୍ଥ୍ୟ ଏବଂ ଦେଶର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଦେଶ ପାସ କରାଯାଇଛି ବୋଲି କୋର୍ଟ କହିଛନ୍ତି।










