ବାହାଘର ପରେ ମହିଳା ମାନେ ଭୁଲରେ ବି ଏହି ୩ଟି ଜିନିଷକୁ ପିନ୍ଧନ୍ତୁ ନୁହେଁ, ସ୍ୱାମୀ ଙ୍କର ଉପରେ ଆସିଥାଏ ବିପଦ …

ହିନ୍ଦୁ ଧର୍ମ ରେ ଜୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ର ଅନେକ ମହତ୍ୱ ରହିଛି I ଯେଉଁ ବ୍ୟକ୍ତି ଏହି ସବୁ ନିୟମ ମାନି ଜୀବନ ଅତିବାହିତ କରିଥାନ୍ତି ସେହି ବ୍ୟକ୍ତି ଙ୍କ ର ଜୀବନ ରେ କୌଣସି ସମସ୍ୟା ଆସି ନ ଥାଏ I ଏବଂ ଯେଉଁ ବ୍ୟକ୍ତି ଏହା କୁ ଅମାନ୍ୟ କରିଥାନ୍ତି ସେମାନେ ଦୁର୍ଭାଗ୍ୟ କୁ ନିମନ୍ତ୍ରଣ କରିଥାନ୍ତି I ତେବେ ଏହି ନିୟମ ଆଧାର ରେ ଆପଣ ଙ୍କ ପାଖ ରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ବାସ କରିଥାଏ I

ଆଜି ଆମେ ମହିଳା ଙ୍କ ର ଆଭୂଷଣ ଓ ପରିଧାନ ସହ ଜଡିତ କିଛି ବିଶେଷ କଥା କହିବା କୁ ଯାଉଛୁ I ତେବେ ଜଣେ ବିବାହିତ ମହିଳା ଏହି ତିନି ଗୋଟି ଜିନିଷ କୁ ମାନିବା ଉଚିତ I ନଚେତ ତାଙ୍କ ର ବୈବାହିକ ଜୀବନ ଅସ୍ତବ୍ୟସ୍ତ ହେଇଯିବ I

ଧଳା ରଙ୍ଗ ର ଶାଢ଼ୀ

ହିନ୍ଦୁ ଧର୍ମ ଅନୁସାରେ ଧଳା ରଙ୍ଗ ର ଶାଢ଼ୀ କେବଳ ବିଧବା ମହିଳା ହିଁ ପିନ୍ଧିଥାନ୍ତି I ଜଣେ ବିବାହିତ ମହିଳା ଯଦି ଏହି ଧଳା ଶାଢ଼ୀ ପିନ୍ଧନ୍ତି ତେବେ ଏହା ଅଶୁଭ ହେଇଥାଏ I କିଛି ମହିଳା ଫ୍ୟାସନ ନାମ ରେ ଏହା କୁ ପିନ୍ଧିଥାନ୍ତି I ଶାସ୍ତ୍ର ଅନୁସାରେ କିନ୍ତୁ ଏହା ଉଚିତ ନୁହେଁ I

ସୁନା ର ପାଉଁଜି

ସାଧାରଣ ଭାବ ରେ ଲୋକେ ରୂପା ର ପାଉଁଜି ପିନ୍ଧିଥାନ୍ତି I ଏବଂ ଫ୍ୟାସନ ପାଁଇ କିଛି ମହିଳା ସୁନା ର ପାଉଁଜି ପିନ୍ଧିଥାନ୍ତି I ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ଧନ ର ଦେବତା କୁବେର ଦେବ କ୍ରୋଧିତ ହେଇଥାନ୍ତି I ଏବଂ ଆପଣ ଙ୍କ ର ଧନ ହାନି ହେବାର ଆଶଙ୍କା ରହିଥାନ୍ତି I ଶାସ୍ତ୍ର ଅନୁସାରେ ଅଣ୍ଟା ଉପର କୁ ହିଁ ସୁନା ରହିବା ଉଚିତ I ଏହା ତଳ କୁ ସୁନା ପିନ୍ଧିଲେ ଆପଣ ଙ୍କ ର ଦରିଦ୍ରତା ବୃଦ୍ଧି ହେଇଥାଏ I

କଳା ରଙ୍ଗ ର ଚୁଡ଼ି

ମହିଳା ଙ୍କ ର ଚୁଡ଼ି ପିନ୍ଧିବା ଅଧିକ ପସନ୍ଦ ଅଟେ I କିନ୍ତୁ କଳା ରଙ୍ଗ ର ଚୁଡ଼ି ପିନ୍ଧିବା ଦ୍ୱାରା ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ରହିଥାଏ I ତେବେ ଜଣେ ବିବାହିତ ମହିଳା କେବେ ହେଲେ କଳା ରଙ୍ଗ ର ଚୁଡ଼ି ପିନ୍ଧିବା ଉଚିତ ନୁହେଁ I ଯେଉଁ ବିବାହିତ ମହିଳା ଏହି କଳା ରଙ୍ଗ ର ଚୁଡ଼ି ପିନ୍ଧନ୍ତି ତାଙ୍କ ର ବୈବାହିକ ଜୀବନ ରେ ନାନା ସମସ୍ୟା ଆରମ୍ଭ ହେଇଥାଏ I

Leave a Reply

Your email address will not be published. Required fields are marked *