ଭାରତରେ ସବୁଠାରୁ ଅଧିକ ବିଜୁଳି ବିଲ ଦେଇଥାନ୍ତି ଏହି ୬ ଜଣ ସୁପରଷ୍ଟାର,

ବଲିଉଡ ର ରଙ୍ଗୀନ ଦୁନିଆ ରେ ଅନେକ କଳାକାର ଥାନ୍ତି I ଜଣେ କଳାକାର ଓ ଜଣେ ସାଧାରଣ ଲୋକ ଙ୍କ ମଧ୍ୟ ରେ ଅନେକ ଫରକ ଥାଏ I ଜଣେ କଳାକାର ବଲିଉଡ ରେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି I ଏବଂ ଦାମୀ ବଙ୍ଗ୍ଲୋ ରେ ବି ରହିଥାନ୍ତି I କିନ୍ତୁ ଆଜି ଆମେ ଆଲୋଚନା କରିବା ଆପଣ ଙ୍କ ର ମନ ପସନ୍ଦ ର କଳାକାର ଙ୍କ ର ଘର ର ବିଜୁଳି ବିଲ କେତେ ଆସୁଛି I

ଅମିତାଭ ବଚ୍ଛନ

ବଲିଉଡ ଇଣ୍ଡଷ୍ଟ୍ରି ର ମହାନାୟକ ଅମିତାଭ ନିଜ ପରିବାର ସହ ମୁମ୍ବାଇ ର ଜୁହୁ ରେ ରହୁଛନ୍ତି I ଏବଂ ଅମିତାଭ ଙ୍କ ର ବଙ୍ଗ୍ଲୋ ଖୁବ ଅଲିଶାନ ଅଟେ I ତେବେ ସୂଚନା ମୁତାବିକ ଅମିତାଭ ତାଙ୍କ ର ଏହି ଘର ର ବିଜୁଳି ବିଲ ମାସ କୁ 22 ଲକ୍ଷ୍ୟ ଟଙ୍କା ଦେଉଛନ୍ତି I

ସାରୁଖ ଖାଁ

କିଙ୍ଗ ଖାଁ ନାମ ରେ ପରିଚିତ ସାରୁଖ ଖାଁ ଙ୍କୁ କିଏ ବା ନ ଜାଣିଚି I ସାରୁଖ ଖାଁ ଙ୍କ ବିଷୟ ରେ ଲୋକେ ବେଶ ଭଲ ଭାବ ରେ ଜାଣିଛନ୍ତି I ଏବଂ ଯଦି ସାରୁଖ ଖାଁ ଙ୍କ ଘର ମନ୍ନତ କଥା ଦେଖିବା ତେବେ ସେ ମାସ କୁ ପ୍ରାୟ 43 ଲକ୍ଷ୍ୟ ଟଙ୍କା ବିଜୁଳି ବିଲ ଦେଉଛନ୍ତି I

ଦୀପିକା ପଡୁ଼କୋଂନ

ଡିମପାଲ ଗାର୍ଲ ନାମ ରେ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ଙ୍କୁ କିଏ ବା ନ ଜାଣିଚି I ତେବେ ଆଜି ସେ ସାରା ଦୁନିଆ ରେ ଖୁବ ଲୋକପ୍ରିୟ ଅଟନ୍ତି ଓ ସେ ଯେଉଁ ଘରେ ରହୁଛନ୍ତି ସେହି ଘର ର ପ୍ରାୟ ମାସ କୁ ସେ 13 ଲକ୍ଷ୍ୟ ଟଙ୍କା ବିଜୁଳି ବିଲ ଦେଉଛନ୍ତି I

ଅମୀର ଖାଁ

ମିସ୍ଟର ପରଫେକ୍ଟ ନାମ ରେ ପରିଚିତ ଅମୀର ଙ୍କୁ କିଏ ବା ନ ଜାଣିଚି I ତାଙ୍କ ର ପ୍ରତି ଟି ଫିଲ୍ମ ଖୁବ ଲୋକପ୍ରିୟ ହେଇଥାଏ I ତେବେ ସେ ଯେଉଁ ଘରେ ରହୁଛନ୍ତି ସେ ପ୍ରାୟ 9 ଲକ୍ଷ୍ୟ ଟଙ୍କା ମାସ କୁ ବିଜୁଳି ବିଲ ଦେଇଥାନ୍ତି I

ସୈଫ ଅଲି ଖାଁ

ବଲିଉଡ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ସୁପର ଷ୍ଟାର ସୈଫ ଅଲି ଖାଁ ଙ୍କୁ କିଏ ବା ନ ଜାଣିଚି I ଏବଂ ତାଙ୍କ ଘର ର ବିଜୁଳି ବିଲ ବି ସେହିପରି ଅଧିକ ଅଟେ I ସୈଫ ଅଲି ପ୍ରାୟ ମାସ କୁ ତାଙ୍କ ଘର ର ବିଜୁଳି ବିଲ 30 ଲକ୍ଷ୍ୟ ଟଙ୍କା ଦେଇଥାନ୍ତି I

ସଲ୍ମାନ ଖାଁ

ବଲିଉଡ ଇଣ୍ଡଷ୍ଟ୍ରି ର ଦବଂଗ ଖାଁ ନାମ ରେ ପରିଚିତ ସଲ୍ମାନ ଙ୍କ ର ଅନ୍ଦାଜ ଲୋକ ଙ୍କୁ ଖୁବ ପସନ୍ଦ ଆସିଥାଏ I ତେବେ ସଲ୍ମାନ ଙ୍କ ର ବାନ୍ଦ୍ରା ରେ ଥିବା ଆପାର୍ଟମେଣ୍ଟ ର ବିଜୁଳି ବିଲ ସେ ମାସ କୁ ପ୍ରାୟ 23 ଲକ୍ଷ ଟଙ୍କା ଦେଇଥାନ୍ତି I

Leave a Reply

Your email address will not be published. Required fields are marked *