ଭିଜିଲାନ୍ସ କବଜାରେ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ

ମୟୂରଭଞ୍ଜ:-ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ। ପଶୁସମ୍ପଦ ବିଭାଗ ଅଧିକାରୀ ଅଭୟ ତ୍ରିପାଠୀଙ୍କୁ ନଗଦ ଟଙ୍କା ସହ ଧରିଛି ଭିଜିଲାନ୍ସ।ସୂଚନାଯୋଗ୍ୟ ଯେ, ସରକାରୀ ଗାଡିରେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଅଭୟ ତ୍ରିପାଠୀ। ଯାଉଥିବା ସମୟରେ ଧରିଛି ଭିଜିଲାନତସ ଟିମ୍‌। ବାସଗୃହ ସମେତ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। ପ୍ରଥମେ ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିଥି ଭବନରେ ପଚରାଉଚରା ପରେ ବାରିପଦା କାର୍ଯ୍ୟାଳୟ ଓ ମଧୁବନ ସ୍ଥିତ ଭଡାଘରେ ଚଢାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *