ଗରମ ଦିନରେ ବିୟର ପିଇବା ଦ୍ୱାରା ଦୁର ହୋଇଥାଏ ଏହି 5ଗୋଟି ରୋଗ, ନିଶ୍ଚିନ୍ତ ଯାଣି ନିୟନ୍ତୁ….
ଏପରି ଅନେକ ଲୋକେ ଥାନ୍ତି ଯେଉଁମାନେ ବିୟର ପିଇବା ର ସଉକିନ ହେଇଥାନ୍ତି I ଏବଂ ଗରମ ଦିନ ରେ ବି ଏହି ଲୋକେ ଟିକେ ଆଲକହଲ ନେବାକୁ ପସନ୍ଦ କରିଥାନ୍ତି I ତେବେ ଦେଖିବାକୁ ଗଲେ ଏହି ବିୟର ଗହମ, ମକା, ଜ ଆଦି ର ମିଶ୍ରଣ ରେ ପ୍ରସ୍ତୁତ ହେଇଥାଏ ଏବଂ ଏହା ସ୍ଵାସ୍ତ୍ୟ ପାଁଇ ବି ଲାଭକାରୀ ହେଇଥାଏ I କିନ୍ତୁ ବହୁତ କମ ଲୋକେ ଏହା ଜାଣିଛନ୍ତି କି ବିୟର ପିଇବା ଦ୍ୱାରା କଣ କଣ ଫାଇଦା ହେଇଥାଏ I
1.ଫୁସ ଫୁସ ପାଁଇ
ଯେଉଁ ଲୋକେ ବିୟର ପିଇଥାନ୍ତି ସେହି ଲୋକଙ୍କ ର ଫୁସଫୁସ ସମ୍ବନ୍ଧିତ କୌଣସି ବି ସମସ୍ୟା ରହି ନ ଥାଏ I ଏପରି କି ବିୟର ପିଇବା ଦ୍ୱାରା ଫୁସଫୁସ ସମ୍ବନ୍ଧିତ ସବୁ ରୋଗ ଦୂର ହେଇଥାଏ I
2.କିଡ୍ନୀ ରେ ଷ୍ଟୋନ
କିଡ୍ନୀ ରେ ଷ୍ଟୋନ ହେବା ବହୁତ ବଡ଼ ସମସ୍ୟା ଅଟେ I ତେବେ ଯେଉଁ ଲୋକଙ୍କ ର ଏପରି ସମସ୍ୟା ରହିଛି ସେମାନେ ବିୟର ସେବନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ I
3.ପାଚନ ଶକ୍ତି
ଯେଉଁ ଲୋକଙ୍କ ର ଠିକ ରେ ଖାଦ୍ୟ ପାଚନ ହେଇ ନ ଥାଏ ସେହି ଲୋକେ ବିୟର ପିଇବା ଦ୍ୱାରା ତାଙ୍କ ର ପାଚନ କ୍ରିୟା ଠିକ ହେଇଥାଏ I
4.ହାଡ଼ ଗୁଡିକ ମଜବୁତ ହେଇଥାଏ
ବିୟର ପିଇବା ଦ୍ୱାରା ହାଡ଼ ଗୁଡିକ ମଜବୁତ ହେଇଥାଏ ଏବଂ ଯେଉଁ ଲୋକେ ବିୟର ପିଇଥାନ୍ତି ସେମାନେ ଫିଟ ରହିଥାନ୍ତି I
5.ଡାଇବେଟିଜ
ଯେଉଁ ଲୋକଙ୍କ ର ଡାଇବେଟିଜ ପରି ସମସ୍ୟା ରହିଛି ସେହି ଲୋକଙ୍କ ପାଁଇ ଏହା ବିଶେଷ ଲାଭକାରୀ ହେଇଥାଏ I
6.ସ୍ମରଣ ଶକ୍ତି ବଢ଼ାଇଥାଏ
ଯଦି ଆପଣ ବିୟର କୁ ସଠିକ ଭାବରେ ପିଅନ୍ତି ତ ଆପଣ ଙ୍କ ର ସ୍ମରଣ ଶକ୍ତି ବି ବଢିଥାଏ I