ଫେସବୁକରେ ପ୍ରେମ ,ବ୍ରାଜିଲ ଛାଡି ଭାରତକୁ ଆସିଲେ ବିଦେଶୀ ଝିଅ

ହରିୟାଣା ର ଯମୁନା ନଗର ର ଆନନ୍ତ ଙ୍କ ପ୍ରେମରେ ଏମିତି ପଡିଲେ ବିଦେଶୀ ଝିଅ ସିଧା ଘେର ଦ୍ୱାର ଛାଡି ପଳେଇ ଆସିଲେ. ଖବର ଅନୁସାରେ ସମସ୍ତଙ୍କ ଭଳି ଆନନ୍ତ ମଧ୍ୟ ବିଦେଶୀ ଝିଅଙ୍କୁ ଫ୍ରେଣ୍ଡ ଋକ୍ୟୁଏସ୍ଟ ପଠାଇଥିଲେ. ଫେସବୁକ ରେ ଏମିତି ହିଁ ଅନନ୍ତ ବ୍ରାଜିଲ ର ଝିଅ ମରଥାଙ୍କୁ ଫ୍ରେଣ୍ଡ ଋକ୍ୟୁଏସ୍ଟ ପଠାଇଥିଲେ ଏବଂ ମରଥା ଏହାକୁ ଆକସେପ୍ଟ କରିଦେଇଥିଲେ.

ଏହାପରେ ଦେଶୀ ପୁଅ ଆଉ ବିଦେଶୀ ଝିଅ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା. କିନ୍ତୁ ମରଥା ନ ଇଂଗ୍ରାଜୀ ଜାଣିଥିଲେ ନା ହିଁ ହିନ୍ଦୀ.ଏପଟେ ଅନନ୍ତ ମଧ୍ୟ ଇଂଗ୍ରାଜୀ ଜାଣିନଥିଲେ କିନ୍ତୁ ପ୍ରେମରେ ଆଗକୁ ଯିବା ପାଇଁ ଅନନ୍ତ ପୁର୍ତ୍ତୃଗଲି ଭାଷା ଶିଖିଲେ . କଥା ହଉ ହଉ ମରଥା ଏମିତି ପ୍ରେମରେ ପଡିଲେ କି ସେ ତାଙ୍କ ବୈବାହିକ ଜୀବନ ଛାଡି ଭାରତ ଆସିଯାଇଥିଲା. ମରଥା ଦୁଇଟି ଛୁଆଙ୍କ ମା. କିନ୍ତୁ ଅନନ୍ତ କହିଛନ୍ତି ସେ ଦୁହେଁ ଦୁଇ ଜଣ ଦୁଇଜଣଙ୍କୁ ବହୁତ ପ୍ରେମ କରନ୍ତି ଓ ବିବାହ ମଧ୍ୟ କରିବେ.

ଏହି କଥାର ଖୁଲାସା ସେତେବେଳେ ହେଲା ଯେତେବେଳେ ମରଥା କାହାକୁ କିଛି ନ କହି ଟୁରିଷ୍ଟ ବିସା ରେ ଭାରତ ଆସିଥିଲେ ପରେ ତାଙ୍କ ସ୍ୱାମୀ ଗୋଟେ ମିସିଙ୍ଗ କେଶ ପୋଲିସ କୁ ଦେଇଥିଲେ. ଏହା ପରେ ପୋଲିସ ତନା ଘନା ପରେ ଏହା ଜଣା ପଡିଥିଲା.

Leave a Reply

Your email address will not be published. Required fields are marked *