ଗଞ୍ଜାମରେ ୨ ହୋମ ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ

ପୋଲସରା:-ଗଞ୍ଜାମ ଜିଲ୍ଲାରେ ୨ ହୋମ ଗାର୍ଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଳାର ପୋଲସରା ଥାନାରେ ଏହି ଦୁଇଜଣ କାର୍ଯ୍ୟତର ଥିଲେ।ଏହି ଦୁଇ ହୋମଗାର୍ଡ କରୋନା ପଜିଟିଭ ଚହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ଟ୍ବିଟ କରି ସୂଚନା ଦେଇଛନ୍ତି। ଦୁଇଜଣଙ୍କୁ ଅଲଗା ଅଲଗା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ପାରଳା ମହାରାଜ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ବେଳେ ଅନ୍ୟ ଜଣେ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *