ପାରିବାରିକ କେନ୍ଦ୍ରର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ

ଯାଜପୁର:-ଯାଜପୁର ଜିଲ୍ଲା ରଙ୍ଗରଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ମାକୁ ମାରିଦେଲା ପୁଅ । ଝିଅର ଅଭିଯୋଗ ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ରକରି ମାକୁ ବିଭିନ୍ନ ସମୟରେ ମାଡ ମାରୁଥିଲା ପୁଅ । ଅକଥନୀୟ ଅତ୍ୟାଚାର କରୁଥିଲା ପୁଅ ।ଏପରି ଘଟଣାରେ ଥାନାରେ ବାରମ୍ବାର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା ।ଶେଷରେ ଗତକାଲି ମାକୁ ଜୀବନରେ ମାରିଦେଇଛି ପୁଅ । ଅନ୍ୟପକ୍ଷରେ ପୁଅର କହିବା ହେଲା, ସେ ମାକୁ ଠେଲିଦେବାରୁ ମୁଣ୍ଡରେ ଆଘାତ ଲାଗିଥିଲା । ରକ୍ତ ବୋହୁଥିବା ଅବସ୍ଥାରେ ହସ୍ପିଟାଲକୁ ନିଆଯାଇତିଲା । ସେଠାରେ ତାର ମୃତ୍ୟୁ ହେଲା ।

Leave a Reply

Your email address will not be published. Required fields are marked *