ଏଠାରେ ଚତୁର୍ଥୀ ରାତି ଦିନ ପୁରା ଗାଁର ଲୋକେ ନୁଆ କନିଆଁ ସହ କରିଥାନ୍ତି ଏମିତି କାମ, ଜାଣିଲେ ସ୍ତବ୍ଦ ରହିଯିବେ ଆପଣ

ଭାରତ ରେ ଏପରି ଅନେକ ସମୁଦାୟ ର ଲୋକେ ଅଛନ୍ତି ଯେଉଁଠାରେ ଅନେକ ଆଜିବ ଧରଣ ର ପ୍ରଥା ଏବେ ମଧ୍ୟ ଲୋକେ ମାନୁଛନ୍ତି | ଆଶ୍ଚଯ୍ୟ କରିବା ପରି କଥା ଏହା କି ଏହି ପ୍ରଥା କେବଳ ମହିଳା ଙ୍କ ପାଁଇ ହେଇଥାଏ , ପୁରୁଷ ମାନେ ଏହି ପ୍ରଥା ରେ ନ ଥାନ୍ତି | ଭାରତ ରେ ଅନେକ ଅଂଚଳ ରେ ଏପରି କିଛି ଜିନିଷ ଦେଖିବାକୁ ମିଳିଥାଏ ଯାହା ପ୍ରକୃତ ରେ ଆଶ୍ଚଯ୍ୟ କର ଅଟେ | ଆଜିକାଲି ତ ବିବାହ ପରେ ହନିମୁଁନ ରେ ଯିବା ର ଏକ ପ୍ରଥା ହେଇ ଗଲାଣି | କିନ୍ତୁ ଏହି ପ୍ରଥା ସବୁ ଅଂଚଳ ରେ ନାହିଁ |

ଭାରତ ରେ ଏପରି ମଧ୍ୟ କିଛି ଅଂଚଳ ରହିଛି ଯେଉଁଠାରେ ବର ଓ କନ୍ୟା ଙ୍କ ର ବିବାହ ର ପ୍ରଥମ ରାତି ପୁରା ଗାଁ ଲୋକଙ୍କ ସମୁଖରେ କରିବାକୁ ପଡିଥାଏ |

କଞ୍ଜରଭାଟ ସମୁଦାୟ ର ଲୋକେ ମଧ୍ୟ ସହରରେ ରହିଥାନ୍ତି

ଆଶ୍ଚଯ୍ୟ କର କଥା କି ଏହି ସମୁଦାୟ ରେ ତାଙ୍କ ର ପରମ୍ପରା ଅନୁସାରେ ବହୁତ କମ ପୁଅ ଅଛନ୍ତି ଯେଉଁମାନେ କି ଏହି ପ୍ରଥା କୁ ବିରୋଧ କରୁଛନ୍ତି | ଚତୁର୍ଥୀ ରାତି ରେ ବର କନ୍ୟା ଙ୍କ ରୁମ ର ବାହାରେ ବସିଥିବା ଲୋକେ ବର କୁ ନୁହେଁ କନ୍ୟା କୁ ପରୀକ୍ଷଣ କରିଥାନ୍ତି | ସେ କନ୍ୟା ର କାମଉତେଜନା କୁ ପରୀକ୍ଷଣ କରିଥାନ୍ତି |

କଞ୍ଜରଭାଟ ସମୁଦାୟ ର ଲୋକେ ଅଧିକାଂଶ ଅଞ୍ଚଳରେ ରହିଥାନ୍ତି

ଆଜିକା ସମୟ ରେ ଏହି ସମୁଦାୟ ର ପିଲାମାନେ ଅନେକ ସହର ରେ ମଧ୍ୟ ପାଠ ପଢୁଛନ୍ତି | ଏବଂ ଅନେକ ଲୋକେ ଏହି କୁପ୍ରଥା କୁ ବନ୍ଦ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି | ବିବାହ ପରେ ଉଭୟ ଦମ୍ପତି ଙ୍କୁ ହୋଟେଲ ର ଏକ ରୁମ କୁ ନେଇ ଏକ ଧଳା ଚାଦର ଦିଆଯାଇଥାଏ ଯାହା କି ସେମାନେ ସମ୍ବନ୍ଧ ସମୟ ରେ ବ୍ୟବହାର କରିବେ |

ଯେତେବେଳେ କନ୍ୟା ବିବାହ ର ପ୍ରଥମ ରାତି ନିଜ ରୁମ କୁ ଯାଇଥାଏ ତ ସବୁ ଗହଣା ଓଲ୍ହାଇଥାଏ

ଏହା ଏଥିପାଁଇ ହେଇଥାଏ କି କନ୍ୟା କୁ ପ୍ରଥମ ରାତିରେ ଧଳା ଚାଦର ବିଛାଇବାକୁ ଦିଆଯାଇଥାଏ ଏବଂ ଯଦି ସେକ୍ସ ସମୟ ରେ ରକ୍ତ ବୁନ୍ଦା ସେହି ଚାଦର ରେ ପଡିଥାଏ ତ ଝିଅ ଏହି ପରୀକ୍ଷା ରେ ପାସ ହେଇଯାଇଥାଏ |

ରାତି ରେ ହିଁ ଯେତେବେଳେ ତାଙ୍କ ର ଶାରୀରିକ ସମ୍ପର୍କ ର କାମ ସରିଥାଏ ତ ବର ସେହି ଚାଦର କୁ ନେଇ ରୁମ ରୁ ବାହାର କୁ ଆସିଥାଏ | କିନ୍ତୁ ରକ୍ତ ଯଦି ଚାଦର ରେ ନ ଲାଗିଥାଏ ତ ପଂଚାୟତ ର ଲୋକେ ସେହି କନ୍ୟା ଉପରେ ଆରୋପ ଲଗାଇଥାନ୍ତି ଓ କହିଥାନ୍ତି ତାଙ୍କ ର ଅତୀତ ରେ କାହା ସହ ସମ୍ପର୍କ କୁ ନେଇ | ଆଉ ଯଦି କନ୍ୟା ଏହି ଟେଷ୍ଟ ପାସ ନ କରେ ତ ତାକୁ ମାର ପିଟ ମଧ୍ୟ କରିଥାନ୍ତି |

ଭାରତ ଯେତେ ବି ପ୍ରଗତିଶୀଳ ହେଉ ନା କାହିଁକି ଆଜି ମଧ୍ୟ ଏପରି ଅନେକ କୁସଂସ୍କାର ପ୍ରଥା ଦେଖିବାକୁ ମିଳିଥାଏ

Leave a Reply

Your email address will not be published. Required fields are marked *