ସୁସ୍ଥ ହେଲେ ଆଉ ୨୬୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, :-  ରାଜ୍ୟରେ ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୧୯୭ ରେ ପହଁଚିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୩୧ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୧୬, କଟକରୁ ୧୯୭, ମୟୂରଭଞ୍ଜରୁ ୧୩୧, ସୁନ୍ଦରଗଡରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗୀରରୁ ୧୧୪, ବାଲେଶ୍ୱରରୁ ୯୯, ନୂଆପଡାରୁ ୯୯, ଯାଜପୁରରୁ ୯୩, ବରଗଡରୁ ୯୧, ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡାରୁ ୭୦, ପୁରୀରୁ ୬୫, ସୋନପୁରରୁ ୬୦, ଜଗତସିଂହପୁରରୁ ୫୯, କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨, ଭଦ୍ରକରୁ ୪୬, ନୟାଗଡରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୫, ବୌଦ୍ଧରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୩୨, ଢେଙ୍କାନାଳରୁ ୨୫, ମାଲକାନଗିରିରୁ ୨୪, ଦେବଗଡରୁ ୧୪, ରାୟଗଡାରୁ ୯ଜଣ ଆରୋଗ୍ୟଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *