ଅପରାଧ ମୁଖ୍ୟ ଖବର ରାଜ୍ୟ ଜଟଣୀରେ ସିରିଜ୍ ବୋମା ମାଡ଼: ସ୍ଥାନୀୟ ଲୋକେ ଆତଙ୍କିତ admin October 18, 2020 ଖୋର୍ଦ୍ଧା;-ଜଟଣୀରେ ସିରିଜ୍ ବୋମା ମାଡ଼ । ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମା ମାଡ଼ ହୋଇଛି । ଜଣେ ଆହତ ହୋଇଥିବା ସୂଚନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ । ବୋମା ପକାଇ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଜଟଣୀ ପୁଲିସ୍ର ତଦନ୍ତ ।
ଖୋର୍ଦ୍ଧା;-ଜଟଣୀରେ ସିରିଜ୍ ବୋମା ମାଡ଼ । ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମା ମାଡ଼ ହୋଇଛି । ଜଣେ ଆହତ ହୋଇଥିବା ସୂଚନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ । ବୋମା ପକାଇ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଜଟଣୀ ପୁଲିସ୍ର ତଦନ୍ତ ।