କଟକ ଡାଳିଯୋଡା ଫରେଷ୍ଟ ରେଞ୍ଜରେ ଅସୁସ୍ଥ ମାଈ ହାତୀର ଚିକିତ୍ସା

କଟକ :- ହାତୀ ଗୋଡରେ ବାଜିଛି ଗୁଳି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ମାଈ ହାତୀ । ପାଟି ଫିଟୁନାହିଁ ସିନା  କିନ୍ତୁ ତଳେ ପଡି କହୁଛି ଅନେକ କଥା । କଟକ ବନଖଣ୍ଡ ଡାଳିଜୋଡ ରିଜର୍ଭ ଜଙ୍ଗଲରେ ଏବେ ଏକ ମାଈହାତୀ  ମୃତ୍ୟୁସହ ସଂଗ୍ରାମ କରୁଛି । ଏହି ହାତୀ କପିଳାଶ ଜଙ୍ଗଲରୁ ଆସିଛି ଓ ତା ବୟସ ପାଖାପଖି ୧୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।  ଖବର ପାଇଁ ଅନୁଗୁଳର ଏକ ବିଶେଷଜ୍ଞ ଟିମ ଆସି ହାତୀର ଚିକିତ୍ସା କରିଛନ୍ତି ।

Leave a Reply

Your email address will not be published. Required fields are marked *