ବନ୍ୟା ଅଞ୍ଚଳ ପରିଦର୍ଶନ ସମୟରେ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଗଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
କୋଣାର୍କ:- ଅଳ୍ପକେ ବର୍ତ୍ତିଗଲେ ନିମାପଡା ବିଧାୟକ ତଥା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣାରୁ ମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏପରି ଏକ ବଡ଼ ଧରଣର ଦୁର୍ଘଟଣାରୁ ମନ୍ତ୍ରୀ ଏବଂ ଏନ୍ଡିଆରଏଫ୍ ଟିମ୍ ସମେତ ୧୦ ଜଣ ବର୍ତ୍ତି ଯାଇଥିବା ମନ୍ତ୍ରୀ ନିଜେ କହିଛନ୍ତି।









