ରାଜଧାନୀରୁ ଆଉ ୪୦୪ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୨୭୩

ଭୁବନେଶ୍ୱର:-ଭୁବନେଶ୍ୱରରୁ ସୋମବାର ରେକର୍ଡ ସଂଖ୍ୟକ ୪୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୫ରେ ପହଁଚିଛନ୍ତି ।

ଏହାସହ ୨୭୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୧୦୪୨୫ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୬୩୩୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୪୨ଜଣ ପ୍ରାଣ ହରାଇଥିବା ବେଳେ ୪୦୩୮ଟି ସକ୍ରିୟ କେସ୍ ରହିଛି ।

Leave a Reply

Your email address will not be published. Required fields are marked *