ମୁଖ୍ୟ ଖବର ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍ admin August 31, 2020 ଭୁବନେଶ୍ବର:-କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍ । ସେ ସୁସ୍ଥ ଓ ହୋମ ଆଇସୋଲେସନରେ ଥିବା ନିଜେ ଅରୁଣ ଟ୍ବିଟର୍ ଏବଂ ଫେସବୁକରେ ସୂଚନା ଦେଇଛନ୍ତି।ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।