ଆକ୍ସନମୋଡ୍‌ରେ ଟ୍ରାଫିକ ଡିସିପି,ରାସ୍ତାରୁ ହଟିବ ବେଆଇନ ପାର୍କିଂ

ଭୁବନେଶ୍ୱର:୧-୦୦ ଡାଏଲ କଲେ ରାସ୍ତାରୁ ହଟିଯିବ ବେଆଇନ ପାର୍କିଂ। ଆକ୍ସନମୋଡ୍‌ରେ ଟ୍ରାଫିକ ଡିସିପି। ହଟିବ ବେଆଇନ ପାର୍କିଂ। ଭୁବନେଶ୍ୱରର ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ … Read More

ଡିଜିପିଙ୍କ ମାଲକାନଗିରି ଗସ୍ତ, ଗ୍ରାଉଣ୍ଡ ଜିରୋରେ ବସି ପ୍ରସ୍ତୁତ କଲେ ନୂତନ ରଣନୀତି,

ମାଲକାନଗିରି:-ନକ୍ସଲ ଏନକାଉଣ୍ଟର ପରେ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ । ସାଥିରେ ଥିଲେ ଗୁଇନ୍ଦା ନିର୍ଦ୍ଦେଶକ ଆର୍.କେ ଶର୍ମା ଓ ଆଇ.ଜି ଅପରେସନ ଅମିତାଭ ଠାକୁର । ବି.ଏସ.ଏଫ ବାହିନୀର ସ୍ଵତନ୍ତ୍ର ହେଲିକ୍ୟାପଟର ଯୋଗେ … Read More

ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢଉ, କଟକ ଘରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

କଟକ:- ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଧଳସାବନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢଉ କରାଯାଇଛି । ଦୁଇ ଭାଇ ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଚଢଉ କରିଛି ପୋଲିସ । ଚଢଉ ବେଳେ ଧଳସାମନ୍ତ … Read More

ବସ୍ତି ପିଲାଙ୍କୁ ପୋଢୁଆଁ କଲେ ଅଭିନେତ୍ରୀ ରାଣୀ ପଣ୍ଡା,

ନିମାପଡା:- ଆଜି ପ୍ରଥମାଷ୍ଟମୀ । ହିନ୍ଦୁ ପରମ୍ପରା ଅନୁସାରେ ଘରର ବଡ଼ ପୁଅ ଝିଅମାନଙ୍କୁ ବନ୍ଦାପନା କରି ନୂଆ ଡ୍ରେସ ପିନ୍ଧାଇ ପୋଢୁଆଁ କରି ପ୍ରଥମାଷ୍ଟମୀ ପାଳନ କରାଯାଏ । ଗାଁଠାରୁ ସହର ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବକୁ … Read More

ATM ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀ ଗିରଫ

କଟକ:-ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ … Read More

ଏକାମ୍ରକ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ବରିଷ୍ଠ ଅଧିକାରୀଙ୍କ ସହ ବିକାଶମୂଳକ କାମର ସମୀକ୍ଷା

ଭୁବନେଶ୍ୱର ;–ଶ୍ରୀମନ୍ଦିର ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଉଚ୍ଛେଦ … Read More

ଧଉଳି ଥାନା ପୋଲିସର ଦାଦାଗିରୀ,ବାଘ ନଥିଲେ ମିରିଗ ନାଟ !

ରିପୋର୍ଟ: ଚନ୍ଦନ ଜେନା ଭୁବନେଶ୍ୱର:- ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇ କାର୍ଯ୍ୟ କରିବାକୁ ପୋଲିସ ଡିଜି ଅଭୟ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।  କିନ୍ତୁ ବାସ୍ତବରେ ରାଜ୍ୟରେ ଥିବା ବିଭିନ୍ନ ଥାନା ପୋଲିସର ଚିତ୍ର କିଛି ଭିନ୍ନ ଦେଖିବାକୁ … Read More

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ, ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ ନୁହଁନ୍ତି

ଭୁବନେଶ୍ୱର:–ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି , ନୂଆପଲ୍ଲୀ ୩୭ ନଂ ୱାର୍ଡର ୨୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ … Read More

ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ

ଭୁବନେଶ୍ବର:-ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ। ଟ୍ରକ୍‌ ଦୁର୍ଘଟଣାରେ ଅମୃତ ଦାସଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ପଛରେ ବସିଥିବା ଅରୁଣ ପଟ୍ଟନାୟକ ଗୁରୁତର ହୋଇଥିଲେ। ଦୀର୍ଘ ୧୫ ଧରି ଅରୁଣ କଟକ … Read More