ରାଜଧାନୀରେ ଛତୁ ଫୁଟିଲା ପରି ଖୋଲିଲାଣି ଜାଲ ନିଯୁକ୍ତି ସଂସ୍ଥା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚାକିରି ହରାଇଥିବା ଯୁବକଯୁବତୀ ଏବେ ଚାକିରି ଆଶାରେ ପୁଣି ରାଜଧାନୀକୁ ଫେରୁଛନ୍ତି । ଏହାକୁ ଦୃଷ୍ଟରେ ରଖି ରାଜଧାନୀ ଭୁବନେଶ୍ୱର ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲାଲାଣି ବେନାମୀ ନିଯୁକ୍ତି ସଂସ୍ଥା । ଚାକିରି ଦେବା … Read More

ଡମ୍ପିଂୟାର୍ଡ ସମସ୍ୟା ସମାଧାନ କରିବ ମୋ ଖତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର ‘ମୋ ଖତ’ ବିକ୍ରୟ ନିମନ୍ତେ କିଓସ୍କର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମହାପାତ୍ର କହିଛନ୍ତି ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା … Read More

ଦିଲୀପ କୁମାର ଏବଂ ରାଜ କପୁରଙ୍କ ଘର କିଣିବ ପାକିସ୍ତାନ

ପେଶ୍‌ଓ୍ଵାର୍‌: ବଲିଉଡ୍‌ର କିଂବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର ଖରିଦ କରିବାକୁ ପାକିସ୍ତାନର ଖାଇବର ପଖତୁନ୍‌ଖ୍ଵା ସରକାର ୨.୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଦୁଇ ଅଭିନେତାଙ୍କର ପୈତୃକ ଘରଗୁଡ଼ିକୁ ଜାତୀୟ … Read More

ମ୍ୟାଟ୍ରିକ୍ ପରୀକ୍ଷା ପ୍ରତି ବିଷୟ ପାଇଁ ୮୦ ମାର୍କର ପ୍ରଶ୍ନ

ଭୁବନେଶ୍ୱର: ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ଆଉ ମେ’ ୩ ତାରିଖରେ ସେମାନେ ଦେବେ ପରୀକ୍ଷା। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସ୍କୁଲ୍ ଓ ଗଣଶିକ୍ଷା … Read More

ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍‌

ଭୁବନେଶ୍ୱର: ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍।‌ ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱରରେ ଥିବା ସମସ୍ତ ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ବେଳେ ବ୍ୟବହାର କରିବେ ଏକ ସ୍ୱତନ୍ତ୍ର ଧରଣର ପୋଷାକ। ଏହି ନୂଆ ପୋଷାକକୁ ପ୍ରକ୍ସିମେଟେଡ୍‌ ସୁଟ୍‌ କୁହାଯାଉଛି। ତିନି ଥାକିଆ … Read More

ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ … Read More

ମିସଡ୍ କଲ୍ ଦେଲେ ପହଂଚିବ ଗ୍ୟାସ

ଭୁବନେଶ୍ୱର: ମିସଡ୍ କଲରେ ଗ୍ୟାସ ରିଫିଲ ବୁକିଂ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ନୂଆବର୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର … Read More

‘କୋଭିଶିଲ୍ଡ’ର ଜରୁରୀକାଳୀନ ବ୍ୟବହାରକୁ ସୁପାରିସ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’କୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଏ ସଂକ୍ରାନ୍ତ ବିଶେଷଜ୍ଞ କମିଟି ସୁପାରିଶ କରିଛି। ଚୂଡାନ୍ତ ନିଷ୍ପତ୍ତି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନେବେ। ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ … Read More

ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର: ପାରିବାରିକ ବିବାଦ ନେଇ ଆଜି ମହିଳା କମିଶନର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ବାପାମା’ଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ ହୋଇଛି । କିନ୍ତୁ ତାଙ୍କର କୌଣସି ଦେଖା … Read More

କୋଭିଡ୍‌ ମୁକାବିଲାରେ ବ୍ୟାଙ୍କମାନେ ସମୟୋପଯୋଗୀ କର୍ତ୍ତବ୍ୟ କରିଛନ୍ତି

  ଭୁବନେଶ୍ୱର: ଆଜି ୧୬୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । କୋଭିଡ୍‌୧୯ ମହାମାରୀ ସହ ଦୀର୍ଘ ଦିନଧରି ଚାଲୁ … Read More