ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର,

ଗଜପତି: ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ । ଗଜପତି ଜିଲ୍ଲା ଗୁରୁଣ୍ଡିଥାନା ଆରିବା ଗାଁରେ ଘଟିଛି ଅଭାବନୀୟ ଘଟଣା । ଏକ ପରିତ୍ୟକ୍ତ ଘର ଭିତରୁ ଯୁବକ-ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଦୁହିଁଙ୍କୁ ଯୋଜନାବନ୍ଧ ଭାବେ ହତ୍ୟା କରାଯାଇଥିବା … Read More

ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର:-ରାଜଧାନୀରେ ପୁଣି ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଲେ ସୁନା ଚେନ।  ଘଟଣା ଘଟିଛି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ। ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଅନୁସୟା ବେହେରା। … Read More

ନିଜକୁ ଗୁଳି କରିଦେଲେ ବିଏସଏଫ୍ ଯବାନ୍

କୋରାପୁଟ:-ନିଜକୁ ଗୁଳି କରି ଦେଲେ ଯବାନ୍। ଯାହା ଫଳରେ ଘଟଣାସ୍ଥଳରେ ଯବାନଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ। ଯେଉଁଠାରେ ଜଣେ ଯବାନ୍ ନିଜକୁ ନିଜେ ଗୁଳି କରି … Read More

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ବାଲିଗୁଡ଼ା: ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ସଫଳତା ମିଳିଛି । ବାଲିଗୁଡ଼ା ପୋଲିସ ୨ ଜଣ ନକଲି ପୋଲିସକୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ୩ ଜଣ ଫେରାର୍ ହୋଇ ଯାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ … Read More

ଆଉ ୬ ଜଣ ବାଲି ମାଫିଆଙ୍କୁ ବାନ୍ଧିଲା STF

ସୁନ୍ଦରଗଡ଼: ବାଲି ମାଫିଆଙ୍କ ଉପରେ ଜାରି ରହିଛି ଏସଟିଏଫ ପ୍ରହାର । ୨ ଦିନ ମଧ୍ୟରେ ଇବ୍ ନଦୀ ପଠାରେ ଏସଟିଏଫ୍ ଚଢ଼ାଉ କରି ୧୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି । … Read More

କୁଆଡେ ଗଲା ‘ଉଇ କେୟାର, ଉଇ ଡେୟାର’ ? ରାଜଧାନୀରେ ଗୋଡାଇ ହାଣୁଛନ୍ତି ଅପରାଧି,

ଭୁବନେଶ୍ବର:–କିଛିଦିନ ତଳେ ସାମନ୍ତାରପୁର ମିଠା ବ୍ୟବସାୟୀଙ୍କୁ  ଅପରାଧି ହତ୍ୟା କରିଥିବାବେଳେ ଆଜି ଜନଗହଳୀ ସିଆରପି ଛକରେ ଘଟିଛି ଏହି ଘଟଣାର ପୁନରାବୃତ୍ତି । ସର୍ବ ସମ୍ମୁଖରେ ସାଲିଆସାହିର ଟୁକୁନା ଦାସ ଓରଫ ଜଟିଆକୁ ହତ୍ୟା କରିଛନ୍ତି ଦୁଇ ଭାଇ ସୁଧୀର ଓ … Read More

ପୁଲିସ ଗାଡ଼ି ପୋଡି ଦେଲେ ଉତ୍ତ୍ୟକ୍ତ ଲୋକ

ଯାଜପୁର:-ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଗାଡ଼ି ପୋଡ଼ିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳେ ଘଟିଛି। ଏବେ ଗାଁରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ … Read More

ରିକ୍ରିଏସନରେ ୨୨ ବର୍ଷ ତଳର ଘଟଣା ଉଗାଳିଲା ବିବନ,

ଭୁବନେଶ୍ଵର :- ବାରଙ୍ଗ ଗଣ ଦୁଷ୍କର୍ମ ଘଟଣାରେ ଗିରଫ ବିବନ ବିଶ୍ବାଳକୁ ନେଇ ସିବିଆଇ ତନାଘନା କରିଛି। ରିକ୍ରିଏସନ କରିବା ସହ ଘଟଣାସ୍ଥଳକୁ ନେଇ ପଚରାଉଚୁରା କରିଛି ସିବିଆଇ। ବିବନକୁ ଗିରଫ ପରେ ତାକୁ ଦୁଇଦିନିଆ ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା … Read More

୪୫ରୁ ୬୦ ବର୍ଷ ବୟସ୍କ କଏଦୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଖୁବଶୀଘ୍ର କଏଦୀ ମାନଙ୍କୁ ମଧ୍ୟ ଟିକା ଦିଆଯିବ । ଏନେଇ ଗୁରୁବାର ଦିନ ଜେଲ୍ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ୬୦ ବର୍ଷରୁ ଅଧିକ ସମସ୍ତ ବୟସ୍କ କଏଦୀଙ୍କୁ … Read More

ଦୁଇଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା। ଆଜିଠୁ ଦୁଇଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ଅଧିକ ତଥ୍ୟ ପ୍ରମାଣ ପାଇଁ କରିବ ମାରାଥନ ଜେରା। ୧୯୯୯ର କଳାରାତିର ସତ ବଖାଣିବ … Read More