ପୁଣି ମାତିଲେ ମାଓବାଦୀ, ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ

ମାଲକାନିଗିରି:-ମାଲକାନିଗିରି ପୁଣି ମାତିଲେ ମାଓବାଦୀ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ । ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି … Read More

ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର,ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର:- ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ … Read More

ପୋଲିସ ହାତରେ ହାଇପ୍ରୋଫାଇଲ ଠକ, ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟି

ଭୁବନେଶ୍ବର:- ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି … Read More

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ୱର:- ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । BPSPA- ୨୦୨୦-୨୧ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ମିଳିଛି … Read More

ରାଜଧାନୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା

ଭୁବନେଶ୍ଵର:-ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ … Read More

ବାଲିପାଟଣାରେ ନାବାଳିକାକୁ ଦୁଷ୍କର୍ମ,

ବାଲିପାଟଣା :-ବାଲିପାଟଣା ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ସହ ଦୁଷ୍କର୍ମର । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଘଟଣା ବିଷୟରେ ସୂଚନା ପାଇ ବାଲିପାଟଣା ପୋଲିସ୍ ଗୁରୁତର ଅବସ୍ଥାରେ  ନାବାଳିକାକୁ ଉଦ୍ଧାର କରି … Read More

ଢ଼ିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଗ୍ରାମବାସୀଙ୍କୁ ଲାଠିମାଡ

ପାରାଦୀପ: :-ଢ଼ିଙ୍କିଆରେ ସରକାର ଅଧିଗ୍ରହଣ କରିଥିବା ଜମିରେ ଥିବା ପାନବରଜ ଭଙ୍ଗା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହାକୁ ବିରୋଧ କରିବା ପାଇଁ ଢ଼ିଙ୍କିଆ ଫୁଲଖାଇ ମନ୍ଦିରରେ ଏକାଠି ହୋଇଥିଲେ ଶହ ଶହ ଗ୍ରାମାବାସୀ । ନିଷ୍ପତି ପରେ … Read More

ରାଜଧାନୀରେ ପୁଣି ମାତିଲେ ଲୁଟେରା,ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି

ଭୁବନେଶ୍ୱର:  ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟ ରଞ୍ଜନ ସେଠୀ । ଗତକାଲି ରାତି … Read More

ଲକ୍ଷ୍ମୀପୁର ଏସବିଆଇରୁ କୋଟିଏ ଟଙ୍କାର ସୁନା ଚୋରି

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଚୋରି ଅଭିଯୋଗ  । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଥାନାରେ ପହଁଚିଲା ଅଭିଯୋଗ  । ସୂଚନା ମୁତାବକ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ରହିଛନ୍ତି  ।  ପ୍ରାୟ … Read More

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର୍

ବ୍ରହ୍ମଗିରି: ଗାଁ ଦାଣ୍ଡରେ ଚାଲିଥିଲା ସଂକୀର୍ତ୍ତନ, ମାଡ଼ିଗଲା ଦ୍ରୁତଗାମୀ କାର । ପୁରୀ ସାତପଡ଼ା ରେବଣା ନୂଆଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ … Read More