ସୌତାନ ସାଜିଲା ପୁଅ, ମା’କୁ ହତ୍ୟା କରି ପୋଡିଦେଲା
ଭୁବନେଶ୍ୱର,(ରିପୋର୍ଟ-ସୁଶାନ୍ତ ପାତ୍ର):-ରାଜଧାନୀର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜନ୍ମକଲା ମାଆକୁ ପିଟିପିଟି ହତ୍ୟା କରିବା ପରେ ପୋଡି ଦେଲା ଜହ୍ଲାଦ ପୁଅ । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ … Read More