ପରୀକୁ ହତ୍ୟା ପରେ ଦୁଷ୍କର୍ମ,ଅଭିଯୁକ୍ତ ଭଉଣୀ ମୋବାଇଲରେ ନିୟମିତ ଶିଶୁ ପର୍ଣ୍ଣୋଗ୍ରାଫି ଦେଖୁଥିଲା

କଟକ:– ନୟାଗଡ଼ର ପରୀ ମୃତ୍ୟୁ ଘଟଣାରେ କଟକ ଠାରେ ମଙ୍ଗଳବାର ଦିନ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ୍ କରିଛନ୍ତି । ଏହି ପ୍ରେସମିଟରେ ସେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡଧରଣର ଖୁଲାସା କରିଛନ୍ତି । ବୋଥ୍ରାଙ୍କ ସୂଚନା ଅନୁସାରେ … Read More

ରାଜଧାନୀରେ ପୁଣି ସାଇବର ଠକେଇ, ଅଧ୍ୟାପକଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର

ଭୁବନେଶ୍ୱର:-ରାଜଧାନୀରେ ପୁଣି ସାଇବର ଠକେଇ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଅଧ୍ୟାପକ ଅଜୟ କୁମାର ତ୍ରିପାଠୀ । ଅଜୟଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ୧୫୦ଜଣ ଲୋକଙ୍କୁ ଫେସବୁକ ମେସେଞ୍ଜରରେ ଟଙ୍କା ମାଗିଛି । ଗୋଟିଏ ନିର୍ଦ୍ଦିଷ୍ଟ … Read More

ପରୀ ହତ୍ୟା ମାମଲା : କେମିତି ସନ୍ଦେହ ଘେରକୁ ଆସିଲା ଅଭିଯୁକ୍ତ ସରୋଜ

ଭୁବନେଶ୍ୱର:–  ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଓଡିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବା SIT । ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା … Read More

ନକଲି ସିମେଣ୍ଟ କାରଖାନା ଠାବ, ହଜାର ହଜାର ବସ୍ତ ଜବତ

କଟକ:  ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ପୁଣି ଏକ ନକଲି କାରଖାନା ଠାବ । ଜଗତପୁର ଅଂଚଳରୁ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନକଲି ସିମେଣ୍ଟ କଂପାନୀ ଉପରେ କମିସିରେଟ ପୋଲିସର ଚଢ଼ଉ … Read More

ସର୍ଚ୍ଚ ଅପରେସନ ବେଳେ ବ୍ୟାପକ ଗୋଳବାରୁଦ-ମାଓ ସାମଗ୍ରୀ ଜବତ

ମାଲକାନଗିରି:– ମାଲକାନଗିରି ପୋଲିସକୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବ୍ୟାପକ ଗୋଳବାରୁଦ ଓ ମାଓ ସାମଗ୍ରୀ ଜବତ । ମାଲକାନଗିରି ପୋଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ସର୍ଚ୍ଚ ବେଳେ ଆନ୍ଧ୍ର ଓ ଓଡିଶା ସୀମାନ୍ତର ଜଙ୍ଗଲ ମଧ୍ୟରେ ବମ୍‌ ଲୁଚାଯାଇଥିବା … Read More

ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗ୍ସ

ନୟାଗଡ଼:–ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗ୍ସ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ମିଳିଲା ଲେଗିଙ୍ଗ୍ସ। ମିଳିଥିବା ଲେଗିଙ୍ଗ୍ସକୁ ଜବତ କରି ହେପାଜତକୁ ନେଲା SIT। ସୂଚନା … Read More

ସ୍କାଏକିଙ୍ଗ୍‌ ଠକେଇ ମାମଲା, ଜେଲ୍ ଗଲେ ଆକାଶ ପାଠକ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ସୂଚନା ମୁତାବକ ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର … Read More

ଏନସିବି ଅଫିସରେ ଅର୍ଜୁନ ରାମପାଲ

ମୁମ୍ବାଇ: ଅଭିନେତା ଶୁସାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ଏବେ NCB ସ୍କାନରରେ ବଲିଉଡ । ଡ୍ରଗ୍ସ ଲିଙ୍କ ଚେର କେତେ ଗଭୀରକୁ ଯାଇଛି, ତାରା ପିଛା ଚଳାଇଛି କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା । ଏହି କ୍ରମରେ ଆଜି ଏନସିବି ଅଫିସରେ … Read More

ନକଲି ହବ୍ ସିଲଭର୍ ସିଟି,କଟକରେ ଏଭଳି ନକଲି ଘିଅ କାରଖାନା ଠିବ

କଟକ: ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ତେଲ, ମସଲା, ସୋୟା ବଡ଼ିରୁ ନେଇ କରି ଘିଅ । କଟକରେ ଏସବୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି । ହେଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ … Read More

ଜେଲ୍ ଗଲା ପରୀ ହତ୍ୟା ଅଭିଯୁକ୍ତ, କାଲିଠୁ ରିମାଣ୍ଡରେ ନେଇ ଜେରା କରିବ ଏସ୍ଆଇଟି

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ଅଭିଯୁକ୍ତ ରବିବାର ଗିରଫ ହେବା ପରେ ଏସ୍ଆଇଟି ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରିଥିଲା । ଏଥିସହ ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ଏସ୍ଆଇଟି ପକସୋ କୋର୍ଟରେ ଆବେଦନ କରିଥିଲା । … Read More